Base Word
מִבְחוֹר
Short Definitionselect, i.e., well fortified
Long Definitionchoice
Derivationfrom H0977
International Phonetic Alphabetmɪbˈħor
IPA modmivˈχo̞wʁ
Syllablemibḥôr
Dictionmib-HORE
Diction Modmeev-HORE
Usagechoice
Part of speechn-m

ଦିତୀୟ ରାଜାବଳୀ 3:19
ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।

ଦିତୀୟ ରାଜାବଳୀ 19:23
ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।

Occurences : 2

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்