Base Word
לְמוֹ
Short Definitionto or for
Long Definitionat, to, for, in, of, by, in reference to
Derivationa prolonged and separable form of the prepositional prefix
International Phonetic Alphabetlɛ̆ˈmo
IPA modlɛ̆ˈmo̞w
Syllablelĕmô
Dictionleh-MOH
Diction Modleh-MOH
Usageat, for, to, upon
Part of speechprep

ଆୟୁବ ପୁସ୍ତକ 6:19
ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।

ଆୟୁବ ପୁସ୍ତକ 14:21
ଯଦି ତା'ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ। ଯଦି ତା'ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖିପା ରେ ନାହିଁ।

ଆୟୁବ ପୁସ୍ତକ 27:14
ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ୟୁଦ୍ଧ ରେ ମୃତ୍ଯୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ୟଥେଷ୍ଟ ପାଇବେ ନାହିଁ।

ଆୟୁବ ପୁସ୍ତକ 29:21
ଅତୀତ ରେ ଲୋକେ ମାେ କଥାକୁ ନିରବ ଚାପ ଶୁଣିଥିଲେ। ଯେତବେେଳେ ସମାନେେ ମାେ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।

ଆୟୁବ ପୁସ୍ତକ 38:40
ସହେି ସିଂହମାନେ ତାଙ୍କ ଗୁମ୍ଫା ଭିତ ରେ। ସମାନେେ ଘାସ ଭିତ ରେ ଝୁଙ୍କି ପଡ଼ି ତାଙ୍କ ଶିକାରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହାଇେଥାଆନ୍ତା।

ଆୟୁବ ପୁସ୍ତକ 40:4
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।

ଗୀତସଂହିତା 56:7
କାରଣ ସମାନଙ୍କେର ଅଧର୍ମ ପାଇଁ, ସମାନଙ୍କେୁ ପଳାଇ ୟିବାକୁ ଦିଅ ନାହିଁ। ପରମେଶ୍ବର !ତୁମ୍ଭ କୋର୍ଧରେ ସହେି ଜାତିଗଣକୁ ନିମ୍ନ ଆଡ଼କୁ ନଇେଆସ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்