Base Word
לָמַד
Short Definitionproperly, to goad, i.e., (by implication) to teach (the rod being an Middle Eastern incentive)
Long Definitionto learn. teach, exercise in
Derivationa primitive root
International Phonetic Alphabetlɔːˈmɑd̪
IPA modlɑːˈmɑd
Syllablelāmad
Dictionlaw-MAHD
Diction Modla-MAHD
Usage(un-)accustomed, × diligently, expert, instruct, learn, skilful, teach(-er, -ing)
Part of speechv

ଦିତୀୟ ବିବରଣ 4:1
ବର୍ତ୍ତମାନ ହେ ଇଶ୍ରାୟେଲ ମୁ ଯେଉଁ ନିଯମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭମାନେେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେେ, ତହିଁଯରେ ପ୍ରବେଶ କରି ତାହା ଅଧିକାର କରିବ।

ଦିତୀୟ ବିବରଣ 4:5
ହିଁ ଦେଖ, ସଦାପ୍ରଭୁ ମାରେ ପରମେଶ୍ବର ମାେତେ ଯେପରି ଆଜ୍ଞା ଦେଲେ, ମୁ ସହେି ବ୍ଯବସ୍ଥାସବୁ ଶିକ୍ଷା ଦଲେି। ମୁ ତୁମ୍ଭମାନଙ୍କୁ ସହେିପରି ବ୍ଯବସ୍ଥା ଓ ବିଧି ଶିକ୍ଷା ଦଇେଅଛି, ଯେପରି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସହେି ଦେଶ ରେ ତୁମ୍ଭମାନେେ ସମାନଙ୍କେ ଅନକ୍ସ୍ଟସା ରେ ବାସ କରିବ।

ଦିତୀୟ ବିବରଣ 4:10
ଯେଉଁ ଦିନ ତୁମ୍ଭେ ହାରେବେ ରେ ସଦାପ୍ରଭୁ ପରମେଶ୍ବରଙ୍କ ଛାମକ୍ସ୍ଟ ରେ ଛିଡା ହାଇେଥିଲ, ସେତବେେଳେ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ଯ ସମାନଙ୍କେୁ ଶକ୍ସ୍ଟଣାଇବା ତହିଁରେ ସମାନେେ ପୃଥିବୀ ରେ ୟାବଜ୍ଜୀବନ ଆମ୍ଭକକ୍ସ୍ଟ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।'

ଦିତୀୟ ବିବରଣ 4:10
ଯେଉଁ ଦିନ ତୁମ୍ଭେ ହାରେବେ ରେ ସଦାପ୍ରଭୁ ପରମେଶ୍ବରଙ୍କ ଛାମକ୍ସ୍ଟ ରେ ଛିଡା ହାଇେଥିଲ, ସେତବେେଳେ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ଯ ସମାନଙ୍କେୁ ଶକ୍ସ୍ଟଣାଇବା ତହିଁରେ ସମାନେେ ପୃଥିବୀ ରେ ୟାବଜ୍ଜୀବନ ଆମ୍ଭକକ୍ସ୍ଟ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।'

ଦିତୀୟ ବିବରଣ 4:14
ପକ୍ସ୍ଟଣି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସହେି ଦେଶ ରେ ତୁମ୍ଭମାନଙ୍କର ପାଳନୀଯ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସହେି ସମୟରେ ମାେତେ ଆଜ୍ଞା ଦେଲେ।

ଦିତୀୟ ବିବରଣ 5:1
ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସମାନଙ୍କେୁ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ଶକ୍ସ୍ଟଣ ମୁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ବିଧି ସବୁ କହକ୍ସ୍ଟଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।

ଦିତୀୟ ବିବରଣ 5:31
ମାତ୍ର ତୁମ୍ଭେ ଏହି ସ୍ଥାନ ରେ ମାେ ନିକଟରେ ଠିଆ ହକ୍ସ୍ଟଅ। ମୁ ତୁମ୍ଭକୁ ଆଜ୍ଞା, ନିଯମ ଏବଂ ଶାସନସବୁ କହିବି, ମୁ ସମାନଙ୍କେୁ ସମାନଙ୍କେର ଅଧିକାର ଦବେି। ଯାହାକି ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ଉଚିତ୍ ଏବଂ ସମାନେେ ସହେି ଦେଶ ରେ ତାହା ମାନିବା ଉଚିତ୍।'

ଦିତୀୟ ବିବରଣ 6:1
ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।

ଦିତୀୟ ବିବରଣ 11:19
ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ ଏବଂ ବାଟରେ ଗ୍ଭଲିଲା ବେଳେ ଶାଇେବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷଯ ରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦବେ।

ଦିତୀୟ ବିବରଣ 14:23
ଏହିସବୁ ପରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସହେି ସ୍ଥାନକକ୍ସ୍ଟ ୟାଅ। ସହେି ସ୍ଥାନ ରେ ତକ୍ସ୍ଟମ୍ଭ ଶସ୍ଯର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦବୋ ଉଚିତ୍ ଓ ତକ୍ସ୍ଟମ୍ଭ ପଶକ୍ସ୍ଟର ପ୍ରଥମ ଜାତ ତୁମ୍ଭମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ।

Occurences : 86

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்