Base Word
אֵיתָן
Short DefinitionEthan, the name of four Israelites
Long Definitionan Ezrahite known for his wisdom
Derivationthe same as H0386; permanent
International Phonetic Alphabetʔei̯ˈt̪ɔːn̪
IPA modʔei̯ˈtɑːn
Syllableʾêtān
Dictionay-TAWN
Diction Moday-TAHN
UsageEthan
Part of speechn-pr-m

ପ୍ରଥମ ରାଜାବଳୀ 4:31
ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ସେ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାଯୀଯ ଏଥନ୍ ଓ ମାହୋଲର ପୁତ୍ର ହମେନ୍ ଓ କଲ୍କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ୟଶ ସମସ୍ତ ଦେଶର ଗ୍ଭରିଆଡେ ବ୍ଯାପିଗଲା।

ପ୍ରଥମ ବଂଶାବଳୀ 2:6
ସରହଙ୍କେର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ସିମ୍ରି, ଏଥନ୍, ହମେନ୍, କଲକୋଲ୍ ଓ ଦରୋ।

ପ୍ରଥମ ବଂଶାବଳୀ 2:8
ଏଥନ୍ଙ୍କର ପୁତ୍ର ଥିଲେ ଅସରିଯା।

ପ୍ରଥମ ବଂଶାବଳୀ 6:42
ଅଦାଯା ଏଥନ୍ଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିଯଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 6:44
ମରାରିଙ୍କ ବଂଶଧରମାନେ ହମେନ୍ ଓ ଆସଫ୍ଙ୍କ ଆତ୍ମୀଯ ଥିଲେ। ସମାନେେ ହମେନ୍ଙ୍କ ବାମ ପାଶର୍‌ବସ୍ଥ ସଙ୍ଗୀତଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 15:17
ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।

ପ୍ରଥମ ବଂଶାବଳୀ 15:19
ଗାଯକ ହମେନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ।

ଗୀତସଂହିତା 89:0

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்