Base Word
כֶּתֶר
Short Definitionproperly, a circlet, i.e., a diadem
Long Definitioncrown
Derivationfrom H3803
International Phonetic Alphabetkɛˈt̪ɛr
IPA modkɛˈtɛʁ
Syllableketer
Dictionkeh-TER
Diction Modkeh-TER
Usagecrown
Part of speechn-m

ଏଷ୍ଟର ବିବରଣ 1:11
ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ ଦଖାଇବୋ ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେ ହତେୁ ସେ ପରମ ସୁନ୍ଦରୀ ଥିଲା।

ଏଷ୍ଟର ବିବରଣ 2:17
ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ ରମେ କଲା ଏବଂ ଅନ୍ୟ ସମସ୍ତ ୟୁବତୀଠାରୁ ସେ ରାଜାର ଦୃଷ୍ଟି ରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦଇେ ବଷ୍ଟୀ ବଦଳ ରେ ତାହାକୁ ରାଣୀ କଲା।

ଏଷ୍ଟର ବିବରଣ 6:8
ତାହା ପାଇଁ ମହାରାଜାଙ୍କ ପରିଧଯେ ରାଜକୀଯ ବସନ ଏବଂ ଅଶ୍ବ ଯେଉଁଥି ରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்