Base Word
כָּתֵף
Short Definitionthe shoulder (proper, i.e., upper end of the arm; as being the spot where the garments hang); figuratively, side-piece or lateral projection of anything
Long Definitionshoulder, shoulder-blade, side, slope
Derivationfrom an unused root meaning to clothe
International Phonetic Alphabetkɔːˈt̪ep
IPA modkɑːˈtef
Syllablekātēp
Dictionkaw-TAPE
Diction Modka-TAFE
Usagearm, corner, shoulder(-piece), side, undersetter
Part of speechn-f

ଯାତ୍ରା ପୁସ୍ତକ 27:14
ପୂର୍ବ ଭାଗ ରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହବେ।

ଯାତ୍ରା ପୁସ୍ତକ 27:15
ଅନ୍ୟ ପଶର୍‌ବ ରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହବେ।

ଯାତ୍ରା ପୁସ୍ତକ 28:7
ଏହାର ଦୁଇ ମୁଣ୍ଡ ରେ ପରସ୍ପର ସଂୟୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ୟୁକ୍ତ ହବେ।

ଯାତ୍ରା ପୁସ୍ତକ 28:12
ଏହାପରେ ଇଶ୍ରାୟେଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସହେି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟି ରେ ଦବେ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖ ରେ ଆପଣା ଦୁଇ ସ୍କନ୍ଧ ରେ ସମାନଙ୍କେ ନାମ ବହିବ।

ଯାତ୍ରା ପୁସ୍ତକ 28:12
ଏହାପରେ ଇଶ୍ରାୟେଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସହେି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟି ରେ ଦବେ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖ ରେ ଆପଣା ଦୁଇ ସ୍କନ୍ଧ ରେ ସମାନଙ୍କେ ନାମ ବହିବ।

ଯାତ୍ରା ପୁସ୍ତକ 28:25
ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟି ରେ ବାନ୍ଧ।

ଯାତ୍ରା ପୁସ୍ତକ 28:27
ଆହୁରି ଦୁଇଟୀ ସ୍ବର୍ଣ୍ଣ କଡା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଦପଟି ତଳେ ତହିଁର ସମ୍ମୁଖ ଭାଗ ରେ ୟୋଡ ସ୍ଥାନ ରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।

ଯାତ୍ରା ପୁସ୍ତକ 38:14
ଦ୍ବାରର ଏକ ପାଶର୍‌ବ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।

ଯାତ୍ରା ପୁସ୍ତକ 38:15
ଅନ୍ୟ ପାଶର୍‌ବ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ବାର ସନ୍ନିକଟ ଏକ ପାଶର୍‌ବସ୍ଥ ଓ ଅନ୍ୟ ପ୍ରାଶର୍‌ବସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।

ଯାତ୍ରା ପୁସ୍ତକ 39:4
ସମାନେେ ଏଫୋଦ୍ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହାପରେ ସମାନେେ ପ୍ରେତ୍ୟକକର କାନିକୁ ଏଫୋଦ୍ର ଦୁଇ ମୁଣ୍ଡ ସହିତ ୟୋଡ ଦେଲେ।

Occurences : 67

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்