Base Word
כַּשְׂדִּי
Short Definitiona Kasdite, or descendant of Kesed; by implication, a Chaldaean (as if so descended); also an astrologer (as if proverbial of that people
Long Definition(n pr loc) a territory in lower Mesopotamia bordering on the Persian Gulf
Derivation(occasionally with enclitic) כַּשְׂדִּימָה; towards the Kasdites into Chaldea), patronymically from H3777 (only in the plural)
International Phonetic Alphabetkɑɬˈd̪ɪi̯
IPA modkɑsˈdiː
Syllablekaśdî
Dictionkahs-DEE
Diction Modkahs-DEE
UsageChaldeans, Chaldees, inhabitants of Chaldea
Part of speechn-pr-loc n-pr-m

ଆଦି ପୁସ୍ତକ 11:28
ହାରୋଣ ଆପଣା ପିତା ତରହରେ ସାକ୍ଷା ସାକ୍ଷାତ ରେ କଲଦୀଯମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶ ରେ ମଲା।

ଆଦି ପୁସ୍ତକ 11:31
ତରହେ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଂଗ ରେ ନଲୋ। ଏବଂ ସେ ସମସ୍ତ କଲଦୀଯମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ଯ ରେ ୟାତ୍ରା କରି ହାରଣ ନଗର ରେ ବସତି ସ୍ଥାପନ କଲେ।

ଆଦି ପୁସ୍ତକ 15:7
ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ମୁଁ ସହେି ସଦାପ୍ରଭୁ, ୟିଏ ତୁମ୍ଭମାନଙ୍କୁ କଲଦୀଯମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦବୋପାଇଁ ବାହାର କରି ଆଣିଲି।

ଦିତୀୟ ରାଜାବଳୀ 24:2
ତେଣୁ ସଦାପ୍ରଭୁ ଯିହାୟୋଦାରକୀମ୍ଙ୍କ ବିରୁଦ୍ଧ ରେ କଲ୍ଦୀଯ ସୈନ୍ଯଦଳ, ଅରାମୀଯ ସୈନ୍ଯଦଳ, ମାୟୋବୀଯ ସୈନ୍ଯଦଳ ଓ ଅମ୍ମାନେ-ସନ୍ତାନ ମାନଙ୍କ ସୈନ୍ଯଦଳ ପ୍ ରରଣେ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ଯଦ୍ବକ୍ତାମାନଙ୍କ ଦ୍ବାରା ଯାହା କହିଥିଲେ, ସହେି ବାକ୍ଯାନୁସା ରେ ଯିହୁଦାକୁ ବିନାଶ କରିବା ପାଇଁ ତା' ବିରୁଦ୍ଧ ରେ ସମାନଙ୍କେୁ ପ୍ ରରଣେ କଲେ।

ଦିତୀୟ ରାଜାବଳୀ 25:4
ସର୍ବଶଷେ ରେ ନବୂଖଦ୍ନିତ୍ସର ସୈନ୍ଯ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସହେି ରାତ୍ରି ରେ ରାଜା ସିଦିକିଯ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ଯ ଫାଟକ ଦଇେ ପଳାଇଲେ। ଯେତବେେଳେ କଲଦୀଯମାନେ ନଗରର ଚତୁର୍ଦ୍ଦିଗ ରେ ବେଢି ରହିଥିଲେ। ପୁଣି ରାଜା ଆରବା ପଥ ଦଇେ ଚାଲିଗଲେ।

ଦିତୀୟ ରାଜାବଳୀ 25:5
ତହୁଁ କଲଦୀଯ ସୈନ୍ଯମାନେ ରାଜାଙ୍କ ପଶ୍ଚାତଧାବନ କରି ଯିରୀହାେ ପଦା ରେ ତାଙ୍କୁ ଧରିଲେ। ଯେତବେେଳେ ତାଙ୍କର ସମସ୍ତ ସୈନ୍ଯ ତାଙ୍କୁ ଛାଡି ପଳାଯନ କଲେ।

ଦିତୀୟ ରାଜାବଳୀ 25:10
ନବୂସରଦନ୍ଙ୍କ ସହିତ ଥିବା ସମସ୍ତ ସୈନ୍ଯ ୟିରୁଶାଲମ୍ର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ।

ଦିତୀୟ ରାଜାବଳୀ 25:13
ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ଓ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।

ଦିତୀୟ ରାଜାବଳୀ 25:24
ତହୁଁ ଗଦଲିଯ ଅଧିକାରୀମାନଙ୍କ ନିକଟରେ ଓ ସମାନଙ୍କେ ଲୋକମାନଙ୍କ ନିକଟରେ ଶପଥ କରନ୍ତି, ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠା ରେ ରହି ବାବିଲ ରାଜାର ସବୋ କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହବେ।

ଦିତୀୟ ରାଜାବଳୀ 25:25
ମାତ୍ର ସପ୍ତମ ମାସ ରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିଯର ପୁତ୍ର ଇଶ୍ମାଯଲେ, ୟିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶଜଣ ସଙ୍ଗୀ ଗଦଲୀଯକୁ, ୟିହୁଦୀଯମାନଙ୍କୁ ଓ ମିସ୍ପା ରେ ଥିବା କଲଦୀଯମାନଙ୍କୁ ବଧ କଲେ।

Occurences : 80

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்