Base Word
כְּרֵתִי
Short Definitiona Kerethite or life-guardsman
Long Definitiona group of foreign mercenary soldiers serving as a bodyguard for king David; also executioners
Derivationprobably from H3772 in the sense of executioner; (compare H2876) (only collectively in the singular as plural)
International Phonetic Alphabetkɛ̆.reˈt̪ɪi̯
IPA modkɛ̆.ʁeˈtiː
Syllablekĕrētî
Dictionkeh-ray-TEE
Diction Modkeh-ray-TEE
UsageCherethims, Cherethites
Part of speecha

ପ୍ରଥମ ଶାମୁୟେଲ 30:14
ଆମ୍ଭମାନେେ କରେଥୀଯମାନେ ବାସ କରୁଥିବା ନଗେଭେ ଆକ୍ରମଣ କଲକ୍ସ୍ଟ। ଆମ୍ଭମାନେେ ସିକ୍ଲଗକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲକ୍ସ୍ଟ ଓ ୟିହକ୍ସ୍ଟଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲକ୍ସ୍ଟ।

ଦିତୀୟ ଶାମୁୟେଲ 8:18
ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ।

ଦିତୀୟ ଶାମୁୟେଲ 15:18
ପକ୍ସ୍ଟଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ ନଗରରକ୍ସ୍ଟ ତାଙ୍କ ପେଛ ପେଛ ଯେଉଁ 600 ଲୋକ ଆସିଥିଲେ, ସମାନେେ ସମସ୍ତେ କରେଥୀଯ, ପଲେଥୀଯ ଓ ଗାଥୀଯ ଲୋକ ଥିଲେ। ସମାନେେ ସମସ୍ତେ ରାଜାଙ୍କର ଆଗ ରେ ପାର ହାଇେ ଗଲେ।

ଦିତୀୟ ଶାମୁୟେଲ 20:7
ତେଣୁ ଯୋୟାବ ୟିରକ୍ସ୍ଟଶାଲମ ଛାଡି ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇଲା। ଯୋୟାବ ତାଙ୍କ ସହିତ ତାଙ୍କର ଲୋକ, କରେଥୀଯ, ପଲେଥୀଯ ଓ ସମସ୍ତ ବୀରମାନେ ତାଙ୍କ ସହିତ ବାହାରିଲେ।

ଦିତୀୟ ଶାମୁୟେଲ 20:23
ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।

ପ୍ରଥମ ରାଜାବଳୀ 1:38
ତେଣୁ ଯାଜକ ସାଦୋକ, ଭବିଷ୍ଯଦ୍ବକ୍ତା ନାଥନ ଓ ଯିହାୟୋଦାରଦାର ପୁତ୍ର ବନାଯ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀଯ ଆଦେଶ ପାଳନ କଲେ। ସମାନେେ ରାଜ ଶଲୋମନଙ୍କୁ ଦାଉଦଙ୍କର ଗଧ ଉପରେ ବସାଇ ଗୀହାନେ ଝରଣା ନିକଟକୁ ନଇଗେଲେ।

ପ୍ରଥମ ରାଜାବଳୀ 1:44
ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ଯଦ୍ବକ୍ତା ନାଥନଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସମାନେେ ତାଙ୍କୁ ରାଜାଙ୍କ ନିଜ ଖଚର ରେ ଆରୋହଣ କରାଇଲେ।

ପ୍ରଥମ ବଂଶାବଳୀ 18:17
ବନାଯ, କରେଥୀଯ ଓ ପଲେଥୀଯ ରକ୍ଷୀମାନଙ୍କର ଦାଯିତ୍ବ ରେ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସବୋ ନିମନ୍ତେ ମୁଖ୍ଯ ପଦାଧିକାରୀ ଥିଲେ।

ଯିହିଜିକଲ 25:16
ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ଦେଖ, ମଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ମାରେ ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀଯ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ବଂସ କରିବି।

ସିଫନିୟ 2:5
ତୁମ୍ଭେ କରେଥୀଯର ଲୋକମାନେ, ତୁମ୍ଭମାନେେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷଯ ରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭମାନେେ ସମସ୍ତେ ଧ୍ବଂସ ହବେ। ତୁମ୍ଭମାନଙ୍କ ମଧ୍ଯରୁ କହେି ବଞ୍ଚିବେ ନାହିଁ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்