Base Word
כֶּרֶם
Short Definitiona garden or vineyard
Long Definitionvineyard
Derivationfrom an unused root of uncertain meaning
International Phonetic Alphabetkɛˈrɛm
IPA modkɛˈʁɛm
Syllablekerem
Dictionkeh-REM
Diction Modkeh-REM
Usagevines, (increase of the) vineyard(-s), vintage
Part of speechn-m

ଆଦି ପୁସ୍ତକ 9:20
ନୋହ କୃଷକ ହେଲ। ସେ କ୍ଷେତ୍ର ରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।

ଯାତ୍ରା ପୁସ୍ତକ 22:5
ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।

ଯାତ୍ରା ପୁସ୍ତକ 22:5
ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।

ଯାତ୍ରା ପୁସ୍ତକ 23:11
କିନ୍ତୁ ସପ୍ତମବର୍ଷ ଜମି ରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ର ରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତବେେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡି ଦିଅ ଏବଂ ଅବଶିଷ୍ଟକୁ ବଣ୍ଯଜନ୍ତୁମାନଙ୍କୁ ଖାଇବାକୁ ଛାଡିଦିଅ। ଏପରିକୁ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜିତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।

ଲେବୀୟ ପୁସ୍ତକ 19:10
ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସଂପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ର ରେ ପଡିଥିବା ଫଳ ସାଉଣ୍ଟିବ ନାହିଁ। ସଗେୁଡିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡିଦବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 19:10
ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସଂପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ର ରେ ପଡିଥିବା ଫଳ ସାଉଣ୍ଟିବ ନାହିଁ। ସଗେୁଡିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡିଦବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 25:3
ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜନିଜ କ୍ଷେତ୍ର ରେ ବୀଜ ବୁଣିବ ଓ ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ଦ୍ରାକ୍ଷାଲତା ଝାଡିର ଓ ତହିଁର ଫଳ ସଂଗ୍ରହ କରିବ।

ଲେବୀୟ ପୁସ୍ତକ 25:4
ମାତ୍ର ସପ୍ତମ ବର୍ଷ ରେ ଭୁମିକୁ ତୁମ୍ଭମାନେେ ବିଶ୍ରାମ ଦବେ। ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହା ମହାବିଶ୍ରାମ ହବେ। ତୁମ୍ଭମାନେେ ନିଜ କ୍ଷେତ୍ର ରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡିବ ନାହିଁ।

ଗଣନା ପୁସ୍ତକ 16:14
ଆମ୍ଭେ କାହିଁକି ତୁମ୍ଭକୁ ମାନିବୁ? ତୁମ୍ଭେତ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶକୁ ଆଣି ନାହଁ? ତୁମ୍ଭେ ତ ଆମ୍ଭମାନଙ୍କୁ ଏକ ଉର୍ବର ଅଞ୍ଚଳକୁ ଆଣି ନାହିଁ, ଯେଉଁଠା ରେ ଆମ୍ଭମାନେେ ଶସ୍ଯ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ପାଇବୁ। ତୁମ୍ଭେ ଏହି ମନୁଷ୍ଯମାନଙ୍କୁ ଠକିବ କି? ନା ଆମ୍ଭମାନେେ ଯାଉ ନାହୁଁ।

ଗଣନା ପୁସ୍ତକ 20:17
ଆମ୍ଭେ ବିନଯ କରୁ ଅଛୁ, ଦୟାକରି ତୁମ୍ଭ ଦେଶ ଦଇେ ଆମ୍ଭମାନଙ୍କୁ ୟିବାକୁ ଦିଅ। ଆମ୍ଭମାନେେ ତୁମ୍ଭ ଶସ୍ଯକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦଇେ ୟିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭମାନେେ କବଳେ ରାଜପଥ ଦଇେ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ୟ୍ଯନ୍ତ ଦକ୍ଷିଣ କିମ୍ବା ବାମକୁ ୟିବୁ ନାହିଁ।

Occurences : 93

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்