Base Word
כָּפַל
Short Definitionto fold together; figuratively, to repeat
Long Definitionto double, fold double, double over
Derivationa primitive root
International Phonetic Alphabetkɔːˈpɑl
IPA modkɑːˈfɑl
Syllablekāpal
Dictionkaw-PAHL
Diction Modka-FAHL
Usagedouble
Part of speechv

ଯାତ୍ରା ପୁସ୍ତକ 26:9
ପାଞ୍ଚଖଣ୍ଡ କପଡା ଏକତ୍ର କରି ଗୋଟିଏ ବିଭାଗ କର। ଏହାପରେ ଅନ୍ୟ ଛଅଖଣ୍ଡ କପଡା ୟୋଡି ଆଉ ଏକ ବିଭାଗ କର। ତମ୍ବୁ ସାମନା ରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡାଟିକୁ ଭାଙ୍ଗ କର।

ଯାତ୍ରା ପୁସ୍ତକ 28:16
ଚତୁଷ୍କଣ ଓ ଦୋହରା ହବେ। ତହିଁର ଦୀର୍ଘତା ଏକ ଚାଖଣ୍ଡ ଓ ପ୍ରସ୍ଥ ଏକ ଚାଖଣ୍ଡ ହବେ।

ଯାତ୍ରା ପୁସ୍ତକ 39:9
ଏହା ଚତୁସ୍କୋଣ ଥିଲା। ସମାନେେ ସହେି ବୁକୁ ପଟାକୁ ଦୋହରା କରି ଏକ ଚାଖଣ୍ଡେ ଲମ୍ବ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।

ଯାତ୍ରା ପୁସ୍ତକ 39:9
ଏହା ଚତୁସ୍କୋଣ ଥିଲା। ସମାନେେ ସହେି ବୁକୁ ପଟାକୁ ଦୋହରା କରି ଏକ ଚାଖଣ୍ଡେ ଲମ୍ବ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।

ଯିହିଜିକଲ 21:14
ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କରତାଳି ଦଇେ ଭବିଷ୍ଯଦବାକ୍ଯ ପ୍ରଚାର କର।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்