Base Word
כֵּן
Short Definitiona stand, i.e., pedestal or station
Long Definitionbase, stand, pedestal, office, foot, place, estate
Derivationthe same as H3651, used as a noun
International Phonetic Alphabetken̪
IPA modken
Syllablekēn
Dictionkane
Diction Modkane
Usagebase, estate, foot, office, place, well
Part of speechn-m

ଆଦି ପୁସ୍ତକ 40:13
ଦିନିଦିନ ମଧିଅରେ ଫାରୋ ତୁମ୍ଭର ସମ୍ତକ ଉଠାଇ ତୁମ୍ଭକୁ ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ ଦବେେ। ତହି ରେ ତୁମ୍ଭେ ପୂର୍ବପରି ପାନପାତ୍ର ବାହକ ହାଇେ ପୁନ୍ନର୍ବର ଫାରୋଙ୍କ ହସ୍ତ ରେ ପାନପାତ୍ର ଦବେ।

ଆଦି ପୁସ୍ତକ 41:13
ସେ ଆମ୍ଭମାନଙ୍କୁ ଯାହା ସବୁ କହିଥିଲଲେ ତାହା ସତ୍ଯ ହେଲା। ସେ କହିଥିଲେ ମୁଁ ମୁକ୍ତ ହବେି ଏବଂ ମାରେ କର୍ମ ରେ ନିୟୁକ୍ତ ହବେି। ଏବଂ ସହେିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ଯ ମଲା।

ଯାତ୍ରା ପୁସ୍ତକ 30:18
ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସା ରେ ତିଆରି କର। ପୁଣି ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧିଅରେ ଜଳ ପୂର୍ଣ୍ଣ କର।

ଯାତ୍ରା ପୁସ୍ତକ 30:28
ହାମବେଳିର ବଦେୀ ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।

ଯାତ୍ରା ପୁସ୍ତକ 31:9
ହାମବେଳି ବଦେୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି,

ଯାତ୍ରା ପୁସ୍ତକ 35:16
ନବୈେଦ୍ଯ ଉତ୍ସର୍ଗ ନିମନ୍ତେ ୟଜ୍ଞବଦେୀ ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।

ଯାତ୍ରା ପୁସ୍ତକ 38:8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।

ଯାତ୍ରା ପୁସ୍ତକ 39:39
କଂସାର ୟଜ୍ଞବଦେୀ, କଂସାର ଜଞ୍ଜିର, ତା'ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର।

ଯାତ୍ରା ପୁସ୍ତକ 40:11
ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି ଅଭିଷକେ କରି ପବିତ୍ର କରିବ।

ଲେବୀୟ ପୁସ୍ତକ 8:11
ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்