Base Word
אֵילִם
Short DefinitionElim, a place in the Desert
Long Definitionsecond encampment of the Israelites after the Exodus
Derivationplural of H0352; palm-trees
International Phonetic Alphabetʔei̯ˈlɪm
IPA modʔei̯ˈlim
Syllableʾêlim
Dictionay-LIM
Diction Moday-LEEM
UsageElim
Part of speechn-pr-loc

ଯାତ୍ରା ପୁସ୍ତକ 15:27
ଏହାପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠା ରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସହେିଠା ରେ ପାଣି ପାଖ ରେ ଛାଉଣୀ ସ୍ଥାପନ କଲେ।

ଯାତ୍ରା ପୁସ୍ତକ 16:1
ଏହାପରେ ଇଶ୍ରାୟେଲର ସମସ୍ତ ସମାଜ ଏଲୀମ ଛାଡି ସୀନଯ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନଯର ମଝି ରେ ଥିଲା। ସମାନେେ ମିଶର ଛାଡିବାର ଦ୍ବିତୀୟ ମାସର ପଞ୍ଚଦଶ ଦିନ ରେ ସଠାେରେ ପହନ୍ଚିଲେ।

ଯାତ୍ରା ପୁସ୍ତକ 16:1
ଏହାପରେ ଇଶ୍ରାୟେଲର ସମସ୍ତ ସମାଜ ଏଲୀମ ଛାଡି ସୀନଯ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନଯର ମଝି ରେ ଥିଲା। ସମାନେେ ମିଶର ଛାଡିବାର ଦ୍ବିତୀୟ ମାସର ପଞ୍ଚଦଶ ଦିନ ରେ ସଠାେରେ ପହନ୍ଚିଲେ।

ଗଣନା ପୁସ୍ତକ 33:9
ପୁଣି ମାରାରୁ ୟାତ୍ରା କରି ଏଲୀମ ରେ ଉପସ୍ଥିତ ହେଲେ; ସହେି ଏଲୀମ ରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସମାନେେ ସହେି ସ୍ଥାନ ରେ ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 33:9
ପୁଣି ମାରାରୁ ୟାତ୍ରା କରି ଏଲୀମ ରେ ଉପସ୍ଥିତ ହେଲେ; ସହେି ଏଲୀମ ରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସମାନେେ ସହେି ସ୍ଥାନ ରେ ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 33:10
ତହୁଁ ସମାନେେ ଏଲୀମରୁ ୟାତ୍ରାକରି ସୂଫ ସମୁଦ୍ର ନିକଟରେ ଛାଉଣୀ ସ୍ଥାପନ କଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்