Base Word
כֶּלֶב
Short Definitiona dog; hence (by euphemism) a male prostitute
Long Definitiondog
Derivationfrom an unused root means. to yelp, or else to attack
International Phonetic Alphabetkɛˈlɛb
IPA modkɛˈlɛv
Syllablekeleb
Dictionkeh-LEB
Diction Modkeh-LEV
Usagedog
Part of speechn-m

ଯାତ୍ରା ପୁସ୍ତକ 11:7
କିନ୍ତୁ ଏପରି କୌଣସି ଇଶ୍ରାୟେଲୀୟମାନଙ୍କର ହବେ ନାହିଁ। ଏପରିକି ଇଶ୍ରାୟେଲର ଏକ କୁକୁର କୌଣସି ବ୍ଯକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କହେି ଇଶ୍ରାୟେଲୀୟ ମରିବେ ନାହିଁ। ଏହିପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କୁ ଓ ମିଶରୀଯମାନଙ୍କୁ ଭିନ୍ନ ଭାବରେ ବ୍ଯବହାର କରୁଛନ୍ତି।

ଯାତ୍ରା ପୁସ୍ତକ 22:31
ତୁମ୍ଭମାନେେ ମାରେ ବିଶଷେ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ବାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା'ର ମାଂସ ଖାଇବାକୁ ଦବେ।

ଦିତୀୟ ବିବରଣ 23:18
ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ଯାର ବତନେ କିଅବା କକ୍ସ୍ଟକକ୍ସ୍ଟରର ମୂଲ୍ଯ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଗୃହକକ୍ସ୍ଟ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଘୃଣ୍ଯ ଅଟନ୍ତି।

ବିଚାରକର୍ତାମାନଙ୍କ ବିବରଣ 7:5
ତେଣୁ ଗିଦ୍ଦିୟୋନ ସମାନଙ୍କେୁ ପାଣି ଭିତରକକ୍ସ୍ଟ ନଇଗେଲେ। ସଠାେରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ଏହି ଲୋକମାନଙ୍କୁ ଦକ୍ସ୍ଟଇଟି ଦଳ ରେ ବିଭକ୍ତ କର। ଯେଉଁମାନେ କକ୍ସ୍ଟକକ୍ସ୍ଟର ପରି ନିଜ ଜିଭ ରେ ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ପାଣି ପିଇବେ, ସମାନଙ୍କେୁ ଗୋଟିଏ ଗୋଷ୍ଠୀ ରେ ଓ ଯେଉଁମାନେ ନଇଁପଡି ପାଣି ପିଅନ୍ତି, ସହେି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।

ପ୍ରଥମ ଶାମୁୟେଲ 17:43
ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।

ପ୍ରଥମ ଶାମୁୟେଲ 24:14
ଇଶ୍ରାୟେଲର ରାଜା କାହା ପଛ ରେ ବାହାର ହାଇେ ଆସିଛନ୍ତି? ଆପଣ କାହା ପଛ ରେ ଗୋଡଉଛନ୍ତି? ଗୋଟିଏ ମଲା କକ୍ସ୍ଟକକ୍ସ୍ଟର ପଛ ରେ, ଗୋଟିଏ ଡାଆଂଶ ପଛ ରେ ଆପଣ ଗୋଡଉଛନ୍ତି।

ଦିତୀୟ ଶାମୁୟେଲ 3:8
ଅବନର ଇଶ୍ବୋଶତର କଥା ଶକ୍ସ୍ଟଣି ଅତି ରାଗ ରେ କହିଲା, ମୁ ତ ତକ୍ସ୍ଟମ୍ଭ ପିତା ଶାଉଲ ବଂଶକକ୍ସ୍ଟ ଓ ତାଙ୍କର ଭାଇ ବନ୍ଧକ୍ସ୍ଟମାନଙ୍କୁ ଦୟା କରୁଅଛି। ମୁ ମଧ୍ଯ ତୁମ୍ଭକୁ ଦାଉଦ ହସ୍ତ ରେ ସମର୍ପଣ କରିନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷଯ ରେ ଅପରାଧ ମାେ ଉପରେ ଆରୋପ କରୁଅଛ।

ଦିତୀୟ ଶାମୁୟେଲ 9:8
ମଫୀବୋଶତ୍ ପକ୍ସ୍ଟନରାଯ ଦାଉଦଙ୍କକ୍ସ୍ଟ ପ୍ରମାଣ କଲା, ଏବଂ କହିଲା, ମୁ ତ ଏକ ମଲା କକ୍ସ୍ଟକକ୍ସ୍ଟରଠାରକ୍ସ୍ଟ ଭଲ ନକ୍ସ୍ଟ ହେଁ। କିନ୍ତୁ ଆପଣା ମାେପ୍ରତି ଚଳିତ ବହକ୍ସ୍ଟତ ଦୟା ଦଖାଇେଛନ୍ତି।

ଦିତୀୟ ଶାମୁୟେଲ 16:9
ସରକ୍ସ୍ଟଯାର ପକ୍ସ୍ଟତ୍ର ଅବିଶଯ ରାଜାଙ୍କକ୍ସ୍ଟ କହିଲା, ଏ ମଲା କକ୍ସ୍ଟକକ୍ସ୍ଟରଟା କାହିଁକି ମାେ ପ୍ରଭକ୍ସ୍ଟ ମହାରାଜାଙ୍କକ୍ସ୍ଟ ଅଭିଶାପ ଦବେ? ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁ ପାର ହାଇେ ତା'ର ମକ୍ସ୍ଟଣ୍ତ କାଟି ଆଣିବି।

ପ୍ରଥମ ରାଜାବଳୀ 14:11
ୟାରବିଯାମର କହେି ନଗର ରେ ମଲେ କୁକୁରମାନେ ତାକୁ ଖାଇବେ ଓ କହେି କ୍ଷେତ୍ର ରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।'

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்