Base Word
כּוּל
Short Definitionproperly, to keep in; hence, to measure; figuratively, to maintain (in various senses)
Long Definitionto seize, contain, measure
Derivationa primitive root
International Phonetic Alphabetkuːl
IPA modkul
Syllablekûl
Dictionkool
Diction Modkool
Usage(be able to, can) abide, bear, comprehend, contain, feed, forbearing, guide, hold(-ing in), nourish(-er), be present, make provision, receive, sustain, provide sustenance (victuals)
Part of speechv

ଆଦି ପୁସ୍ତକ 45:11
ମୁଁ ତୁମ୍ଭମାନଙ୍କର ଆଗ ପାଞ୍ଚବର୍ଷ ପାଇଁ ଯତ୍ନ ନବେି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।

ଆଦି ପୁସ୍ତକ 47:12
ଯୋଷଫେ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସମାନଙ୍କେ ପରିବାରକୁ ଆବଶ୍ଯକ ପରିମାଣ ରେ ଖାଦ୍ୟ ଦେଲେ।

ଆଦି ପୁସ୍ତକ 50:21
ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।

ରୂତର ବିବରଣ 4:15
ବୃଦ୍ଧାବସ୍ଥା ରେ ସେ ତୁମ୍ଭକୁ ସାନ୍ତ୍ବନା ଦବେ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତଟି ପକ୍ସ୍ଟତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ ରମେ କରିବ।

ଦିତୀୟ ଶାମୁୟେଲ 19:32
ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।

ଦିତୀୟ ଶାମୁୟେଲ 19:33
ଦାଉଦ ବର୍ସିଲ୍ଲଯକକ୍ସ୍ଟ କହିଲଲ, ତୁମ୍ଲଭସମା ସହିତ ନଦୀ ପାରସହାଇ ଆସ। ମୁ ତୁମ୍ଭକୁ ୟିରକ୍ସ୍ଟଶାଲମସର ଆପଣା ସଙ୍ଲଗ ପ୍ରତିପାଳନ କରିବି।

ଦିତୀୟ ଶାମୁୟେଲ 20:3
ଦାଉଦ ୟିରକ୍ସ୍ଟଶାଲମସ୍ଥ ଆପଣା ଗୃହକକ୍ସ୍ଟ ଆସିଲେ। ପକ୍ସ୍ଟଣି ରାଜା ଆରଣାର ଦଶ ଉପପତ୍ନୀଙ୍କକ୍ସ୍ଟ ଗୃହ ଜଗିବାକକ୍ସ୍ଟ ଛାଡି ୟାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହ ରେ ପ୍ରହରୀମାନଙ୍କ ଦ୍ବାରା ଜଗାଇଲେ। ସେ ସମାନଙ୍କେୁ ଖାଦ୍ୟ ଯୋଗଇଲେ, ମାତ୍ର ସମାନଙ୍କେ ସହ ସହବାସ କଲେ ନାହିଁ। ଏଣୁ ସମାନେେ ମରଣ ଦିନ ପର୍ୟ୍ଯନ୍ତ ରକ୍ସ୍ଟଦ୍ଧ ହାଇେ ବୈଧବ୍ଯ ଦଶା ରେ ରହିଲେ।

ପ୍ରଥମ ରାଜାବଳୀ 4:7
ଶ ଲୋମନ ସମଗ୍ର ଇଶ୍ରାୟେଲକୁ ବାର ଭାଗ ରେ ବିଭକ୍ତ କରି ବାରଜଣ ଦଶାେଧ୍ଯକ୍ଷଙ୍କୁ ନିୟୁକ୍ତ କଲେ। ସମାନେେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗଇଲେ। ପ୍ରେତ୍ୟକକ ବର୍ଷ ମଧିଅରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ।

ପ୍ରଥମ ରାଜାବଳୀ 4:7
ଶ ଲୋମନ ସମଗ୍ର ଇଶ୍ରାୟେଲକୁ ବାର ଭାଗ ରେ ବିଭକ୍ତ କରି ବାରଜଣ ଦଶାେଧ୍ଯକ୍ଷଙ୍କୁ ନିୟୁକ୍ତ କଲେ। ସମାନେେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗଇଲେ। ପ୍ରେତ୍ୟକକ ବର୍ଷ ମଧିଅରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ।

ପ୍ରଥମ ରାଜାବଳୀ 4:27
ପ୍ରତି ମାସ ସହେି ବାର ଜଣ ରାଜ୍ଯପାଳମାନଙ୍କ ମଧ୍ଯରୁ ଜଣେ ଶଲୋମନ ରାଜା ଦ୍ବାରା ନିୟୁକ୍ତି ହେଲେ। ରାଜାଙ୍କର ସହେିମାନଙ୍କ ପାଇଁ ଯେଉଁମାନେ ଖାଇବା ଟବେୁଲ୍ ରେ ଅଂଶ ନେଲେ, ସମାନଙ୍କେ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ। ସମାନେେ କିଛି ଊଣା ନକରି ନିର୍ଦ୍ଧିଷ୍ଟ ମାସ ପାଇଁ ଖାଦ୍ୟ ଯୋଗଇଲେ।

Occurences : 37

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்