Base Word
יִשְׁעִי
Short DefinitionJishi, the name of four Israelites
Long Definitionson of Appaim, one of the line of Jerahmeel of the house of Hezron
Derivationfrom H3467; saving
International Phonetic Alphabetjɪʃˈʕɪi̯
IPA modjiʃˈʕiː
Syllableyišʿî
Dictionyish-EE
Diction Modyeesh-EE
UsageIshi
Part of speechn-pr-m

ପ୍ରଥମ ବଂଶାବଳୀ 2:31
ୟିଶଯି ଅପ୍ପଯିମଙ୍କର ପୁତ୍ର ଥିଲେ। ୟିଶଯିଙ୍କର ପୁତ୍ର ଥିଲେ : ଶେଶନ୍। ଶେଶନ୍ଙ୍କର ପୁତ୍ର ଥିଲେ : ଅହଲଯ।

ପ୍ରଥମ ବଂଶାବଳୀ 2:31
ୟିଶଯି ଅପ୍ପଯିମଙ୍କର ପୁତ୍ର ଥିଲେ। ୟିଶଯିଙ୍କର ପୁତ୍ର ଥିଲେ : ଶେଶନ୍। ଶେଶନ୍ଙ୍କର ପୁତ୍ର ଥିଲେ : ଅହଲଯ।

ପ୍ରଥମ ବଂଶାବଳୀ 4:20
ଶିମାନରେ ପୁତ୍ରମାନେ ଥିଲେ ଅମ୍ନୋନ୍, ରିର୍ଣ୍ଣ, ବିନ୍ହାନନ ଓ ତୀଲୋନ।

ପ୍ରଥମ ବଂଶାବଳୀ 4:42
ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସଯେୀରର ପାର୍ବତ୍ଯମଯ ଦେଶକୁ ଗମନ କଲେ। ୟିଶଯିଙ୍କର ପୁତ୍ରମାନେ ସହେି ଲୋକମାନଙ୍କୁ ପଥ କଢ଼ାଇ ନଇଗେଲେ। ସହେି ପୁତ୍ରମାନେ ଥିଲେ : ପ୍ଲଟିଯ, ନିଯଶଯ, ରଫାଯ ଓ ଉଷୀଯଲେ। ଶିମଯୋନୀଯ ଲୋକମାନେ ସହେି ସ୍ଥାନ ରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।

ପ୍ରଥମ ବଂଶାବଳୀ 5:24
ସମାନଙ୍କେ ପରିବାର ନେତାଗଣ ଥିଲେ : ଏଫର, ୟୀଶି, ଇଲୀଯଲେ, ଅସ୍ରୀଯଲେ, ୟିରମିଯ, ହୋଦବିଯ ଓ ୟହଦୀଯଲେ, ସହେି ଲୋକମାନେ ଅତ୍ଯନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ଯାତ ବ୍ଯକ୍ତିଗଣ ଥିଲେ। ସମାନେେ ସମାନଙ୍କେର ପରିବାରବର୍ଗର ମୁଖ୍ଯ ଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்