Base Word
אַיֵּה
Short Definitionwhere?
Long Definitionwhere?
Derivationprolonged from H0335
International Phonetic Alphabetʔɑjˈje
IPA modʔɑˈje
Syllableʾayyē
Dictionah-YAY
Diction Modah-YAY
Usagewhere
Part of speechadv

ଆଦି ପୁସ୍ତକ 18:9
ଏହାପରେ ସହେି ଲୋକମାନେ ପଚାରିଲେ, ତୁମ୍ଭର ସ୍ତ୍ରୀ ସାରା କେଉଁଠା ରେ?

ଆଦି ପୁସ୍ତକ 19:5
ଆଜି ରାତ୍ର ରେ ଯେଉଁ ଦୁଇଜଣ ମନୁଷ୍ଯ ତୁମ୍ଭ ଘରକୁ ଆସିଥିଲେ ସମାନେେ କାହାନ୍ତି? ସମାନଙ୍କେୁ ବାହାରକୁ ଆଣ ଆମ୍ଭମାନେେ ତାଙ୍କ ସହିତ ୟୌନ ସମ୍ପର୍କ କରିବା।

ଆଦି ପୁସ୍ତକ 22:7
ଇସ୍ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲ, ପିତା!

ଆଦି ପୁସ୍ତକ 38:21
ତେଣୁ ସେ ସଠାେକାର ଲୋକମାନଙ୍କୁ ପଚାରିଲା, ଐନମ ପଥ ପାଶର୍ବ ରେ ଯେଉଁ ବେଶ୍ଯା ଥିଲା ସେ କାହିଁ?

ଯାତ୍ରା ପୁସ୍ତକ 2:20
ତେଣୁ ରୂଯଲେ ତାଙ୍କର କନ୍ଯାମାନଙ୍କୁ କହିଲେ, ସହେି ଲୋକଟି କେଉଁଠା ରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡି ଦଲେ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।

ବିଚାରକର୍ତାମାନଙ୍କ ବିବରଣ 6:13
ଏହାପରେ ଗିଦ୍ଦିଯୋନ୍ ତାଙ୍କୁ କହିଲେ, ହେ ପ୍ରଭକ୍ସ୍ଟ, ମୁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି। ତବେେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରକ୍ସ୍ଟ ଉଦ୍ଧାର କରି ନାହାଁନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗ ରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ୟ୍ଯକଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ଯାଗ କରି ଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିଯନୀଯର ହସ୍ତ ରେ ସମର୍ପଣ କର ଅଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 9:38
ତେଣୁ ସବୂଲ ତାଙ୍କୁ କହିଲା, ତୁମ୍ଭେ ଏବେ କାହିଁକି ଦର୍ପ କରୁନାହଁ? ତୁମ୍ଭେ କହିଥିଲ, 'ଅବୀମଲକେ କିଏ ଆମ୍ଭେ ଯେ ନିଶ୍ଚିତ ତାହାର ଆମେ ସବୋ କରିବକ୍ସ୍ଟ? ତୁମ୍ଭେ କଣ ଏହି ୈସନ୍ଯମାନଙ୍କୁ ପରିହାସ କରି ନଥିଲ? ବର୍ତ୍ତମାନ ୟାଅ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର।

ଦିତୀୟ ଶାମୁୟେଲ 16:3
ରାଜା ଦାଉଦ ପଚାରିଲେ, ତକ୍ସ୍ଟମ୍ଭ ମୂନିବର ପକ୍ସ୍ଟତ୍ର କାହିଁ।

ଦିତୀୟ ଶାମୁୟେଲ 17:20
ଅବଶାଲୋମର ଦାସମାନେ ସହେି ସ୍ତ୍ରୀର ଗୃହକକ୍ସ୍ଟ ଆସି ପଚାରିଲେ, ଅହୀମାସ ଓ ଯୋନାଥନ କାହାଁନ୍ତି?

ଦିତୀୟ ରାଜାବଳୀ 2:14
ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଏବଂ ଇଲୀଶାୟ ନଦୀ ପାର ହେଲେ।

Occurences : 48

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்