Base Word
יָשַׁט
Short Definitionto extend
Long Definition(Hiphil) to hold out, extend
Derivationa primitive root
International Phonetic Alphabetjɔːˈʃɑt̪’
IPA modjɑːˈʃɑt
Syllableyāšaṭ
Dictionyaw-SHAHT
Diction Modya-SHAHT
Usagehold out
Part of speechv

ଏଷ୍ଟର ବିବରଣ 4:11
ବିନା ରାଜା ଡାକରା ରେ ପୁରୁଷ ଓ ସ୍ତ୍ରୀ ଯେ କହେି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ୟାଏ ତାହାର ପ୍ରାଣଦଣ୍ତ ଦବୋର ଏକମାତ୍ର ବ୍ଯବସ୍ଥା ଅଛି। କବଳେ ଯାହା ପ୍ରତି ରାଜା ସ୍ବର୍ଣ୍ଣମଯ ରାଜଦଣ୍ତ ବଢାନ୍ତି, ସହେି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ୟିବାପାଇଁ ଡାକରା ପାଇନାହିଁ।

ଏଷ୍ଟର ବିବରଣ 5:2
ତାପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣ ରେ ଠିଆ ହବୋର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସି ହେଲେ, ତେଣୁ ସେ ତାଙ୍କ ହାତ ରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡକୁ ବଢାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।

ଏଷ୍ଟର ବିବରଣ 8:4
ତହିଁରେ ରାଜା ଏଷ୍ଟର ଆଡେ ସୁବର୍ଣ୍ଣ ଦଣ୍ତ ବିସ୍ତାର କରନ୍ତେ ଏଷ୍ଟର ଉଠି ରାଜାଙ୍କ ଛାମୁ ରେ ଠିଆ ହେଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்