Base Word
יָרָק
Short Definitionproperly, green; concretely, a vegetable
Long Definitionherbs, herbage, vegetables, garden greens
Derivationfrom the same as H3418
International Phonetic Alphabetjɔːˈrɔːk’
IPA modjɑːˈʁɑːk
Syllableyārāq
Dictionyaw-RAWK
Diction Modya-RAHK
Usagegreen, herbs
Part of speechn-m

ଦିତୀୟ ବିବରଣ 11:10
ପନିପରିବା ବଗିଗ୍ଭ ରେ ଯେପରି ବୀଜ ବପନ କର, ସହେିପରି ମିଶର ଦେଶର ଗ୍ଭରାଗଛ ରେ ତୁମ୍ଭମାନେେ ପାଣି ଦେଉଥିଲ, ଯେଉଁଠାରକ୍ସ୍ଟ ତୁମ୍ଭମାନେେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସପରେି ନକ୍ସ୍ଟ ହେଁ।

ପ୍ରଥମ ରାଜାବଳୀ 21:2
ଦିନେ ନାବୋତକୁ ରାଜା ଆହାବ୍ ଡାକି କହିଲେ, ମାେତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥି ରେ ପନିପରିବା କରିବି। କାରଣ ଏହା ମାେ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳ ରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦବେି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତବେେ ମୁଁ ଏହାର ମୂଲ୍ଯ ରେ ୗପ୍ୟ-ମୁଦ୍ରା ଆକାର ରେ ଦବେି।

ଦିତୀୟ ରାଜାବଳୀ 19:26
ଏଣୁ ସେ ନଗର ଗୁଡିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ। ସମାନେେ ହତାଶ ଓ ଉଦ୍ବିଗ୍ନ ହେଲେ। ସମାନେେ କ୍ଷତରେ ଶାକ ଓ ନବୀନ ତୃଣ, ଗୃହଛାତ ଉପରିସ୍ଥ ଘାସ ଏହା ବଢିବା ପୂର୍ବରୁ ଶୁଷ୍କ ହେଉଛି।

ହିତୋପଦେଶ 15:17
ହିଂସା ସହିତ ହୃଷ୍ଟପୃଷ୍ଟ ଗୋମାଂସ ଭୋଜନ ଅପେକ୍ଷା ପ୍ ରମେଥିବା ସ୍ଥାନ ରେ ଶାକାନ୍ନ ଭଲ।

ଯିଶାଇୟ 37:27
ଏଣୁ ସହେି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ। ସମାନେେ ହତାଶ ଓ ବିଭ୍ରାନ୍ତ ହେଲେ। ସମାନେେ କ୍ଷେତ୍ରର ଘାସ ଓ ନବୀନ ତୃଣ କର୍ତ୍ତନ ସଦୃଶ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ବ ଶସ୍ଯକ୍ଷେତ୍ର ତୁଲ୍ଯ ହେଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்