Base Word | |
יְקָר | |
Short Definition | value, i.e., (concretely) wealth; abstractly, costliness, dignity |
Long Definition | price, value, preciousness, honor, splendor, pomp |
Derivation | from H3365 |
International Phonetic Alphabet | jɛ̆ˈk’ɔːr |
IPA mod | jɛ̆ˈkɑːʁ |
Syllable | yĕqār |
Diction | yeh-KAWR |
Diction Mod | yeh-KAHR |
Usage | honour, precious (things), price |
Part of speech | n-m |
ଏଷ୍ଟର ବିବରଣ 1:4
ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍ 180 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା।
ଏଷ୍ଟର ବିବରଣ 1:20
ଆହୁରି ରାଜ୍ଯ ବୃହତ୍, ଏଣୁ ରାଜ୍ଯର ସବୁସ୍ଥାନ ରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ବାମୀ ସାମାଜିକ କ୍ଷେତ୍ର ରେ କ୍ଷୁତ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜନିଜ ସ୍ବାମୀମାନଙ୍କୁ ସମ୍ମାନ କରିବେ।
ଏଷ୍ଟର ବିବରଣ 6:3
ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦଖଯକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ୟାଇଅଛି?
ଏଷ୍ଟର ବିବରଣ 6:6
ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାୟିବ? ହାମନ ମନମେନେ ଭାବିଲା, ରାଜା ମାେ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହବେେ?

ଏଷ୍ଟର ବିବରଣ 6:7
ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦଲୋ, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତୁ,
ଏଷ୍ଟର ବିବରଣ 6:9
ଆଉ ସହେି ବସନ ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତ ରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସମାନେେ ସହେି ରାଜ ବସନ ପିନ୍ଧାନ୍ତୁ ଓ ସହେି ଅଶ୍ବ ରେ ଆରୋହଣ କରାଇ ନଗର ଦାଣ୍ତ ରେ ତାହାର ଆଗେ ଆଗେ ଏହା ଘାଷେଣା କରାନ୍ତୁ। 'ମହାରାଜ ଯାହାର ସମ୍ମାନ ରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାୟାଏ।'

ଏଷ୍ଟର ବିବରଣ 6:11
ତେଣୁ ହାମନ୍ ସହେି ବସନ ଓ ଅଶ୍ବନଇେ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ ରେ ବୁଲାଇଲା। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ। ଏହିକଥା ତାହାର ଆଗେ ଆଗେ ଘାଷେଣା କଲା।
ଏଷ୍ଟର ବିବରଣ 8:16
ଆଉ ୟିହୁଦୀଯମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦଯ ହେଲା।
Occurences : 17
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்