Base Word
יָקַץ
Short Definitionto awake (intransitive)
Long Definition(Qal) to awake, awaken, become active
Derivationa primitive root
International Phonetic Alphabetjɔːˈk’ɑt͡sˤ
IPA modjɑːˈkɑt͡s
Syllableyāqaṣ
Dictionyaw-KAHTS
Diction Modya-KAHTS
Usage(be) awake(-d)
Part of speechv

ଆଦି ପୁସ୍ତକ 9:24
ଏହାପରେ ନୋହ ଉଠିଲା ( ସେ ମଦ୍ଯ ପାନକରି ଶାଇେଥିଲା)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ'ଣ କରିଛନ୍ତି।

ଆଦି ପୁସ୍ତକ 28:16
ଏହାପରେ ଯାକୁବ ନିଦ୍ରାରୁ ଉଠିଲା, ଏବଂ କହିଲେ, ମୁଁ ଜାଣେ ଯେ ସଦାପ୍ରଭୁ ଏହିଠା ରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠା ରେ ଥିଲେ ବୋଲି ଜାଣି ନଥିଲି।

ଆଦି ପୁସ୍ତକ 41:4
ସହେି ସାତଟି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ସହେି ସାତଟି ସ୍ବାସ୍ଥ୍ଯବାନ ଗାଈକୁ ଖାଇଗଲେ। ସେତବେେଳେ ଫାରୋ ନିଦରୁ ଉଠି ପଡ଼ିଲେ।

ଆଦି ପୁସ୍ତକ 41:7
ପୁଣି ସହେି ସାତଟି ପରିପୁଷ୍ଠ ଶୀଷାକୁ ଏହି ସାତଟି କ୍ଷୀଣ ଶୀଷାକୁ ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ବପ୍ନ ମାତ୍ର ଜ୍ଞାନ ହେଲା।

ଆଦି ପୁସ୍ତକ 41:21
କିନ୍ତୁ ସମାନେେ ସହେିପରି ଦୁର୍ବଳ ଓ କୁତ୍ସିତ ଦଖାେ ଯାଉଥାନ୍ତି। ସମାନେେ ଖାଇ ସାରିବାପରେ ନଖାଇଲା ପରି ଦଖାେ ଯାଉଥିଲେ। ଏହି ସମୟରେ ମାରେ ନିଦ୍ରା ଭାଙ୍ଗିଗଲା।

ବିଚାରକର୍ତାମାନଙ୍କ ବିବରଣ 16:14
ଶାମ୍ଶାେନ୍ ଶାଇେଥିବା ବେଳେ ସେ ତାଙ୍କର ବାଳକକ୍ସ୍ଟ ଗୋଟିଏ ସୂତା ବାହାର କରି ସାତଟି ବଣେୀ କଲା ଏବଂ ଗୋଟିଏ ତମ୍ବୁ ଖିଲ ରେ ବାନ୍ଧି ଦେଲେ ଏବଂ ତା'ପରେ ସେ ତାଙ୍କୁ କହିଲା, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ନିମନ୍ତେ ଆସିଛନ୍ତି। ତେଣୁ ସେ ଖିଲକକ୍ସ୍ଟ, ସୂତାକକ୍ସ୍ଟ ଓ ତନ୍ତକ୍ସ୍ଟକକ୍ସ୍ଟ ଉପାଡି ପକାଇଲେ।

ବିଚାରକର୍ତାମାନଙ୍କ ବିବରଣ 16:20
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଇଁ ଆସିଛନ୍ତି। ସେ ଉଠିଲା ଏବଂ ଚିନ୍ତା କଲା, ମୁ ନିଜକକ୍ସ୍ଟ ମକ୍ସ୍ଟକ୍ତି କରିବି ଓ ପୂର୍ବଥର ପରି ତାଙ୍କ ପାଖରକ୍ସ୍ଟ ଖସି ପଳାଇବି। କିନ୍ତୁ ଶାମ୍ଶାେନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରକ୍ସ୍ଟ ଦୂ ରଇେ ୟାଇଥିଲେ।

ପ୍ରଥମ ରାଜାବଳୀ 3:15
ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ବର ତାଙ୍କୁ ସ୍ବପ୍ନାଦେଶ କରଛନ୍ତି। ତେଣୁ ସେ ୟିରୁଶାଲମକୁ ୟାଇ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମ୍ମୁଖ ରେ ଦଣ୍ତାଯମାନ ହାଇେ ହାମବେଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।

ପ୍ରଥମ ରାଜାବଳୀ 18:27
ଏଲିଯ ସମାନଙ୍କେୁ ପରିହାସ କରି କହିଲେ, ଯଦି ବାଲ୍ ସତ୍ଯ ଦବେତା, ତବେେ ଉଚ୍ଚସ୍ବର ରେ ଡାକ, ସେ ହୁଏତ ଧ୍ଯାନ କରୁଥିବ କିମ୍ବା ବାହାରକୁ ୟାଇଥିବ, କିମ୍ବା ୟାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ବର ରେ ଡାକ।

ଗୀତସଂହିତା 78:65
ଶଷେରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି ଓ ଅତ୍ଯଧିକ ମଦିରା ହତେୁ ହର୍ଷନାଦକାରୀ ବୀର ପରି ଉଠିଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்