Base Word
יׇקְטָן
Short DefinitionJoktan, an Arabian patriarch
Long Definitionson of Eber and descendant of Shem and patriarch of various Arabian tribes
Derivationfrom H6994; he will be made little
International Phonetic Alphabetjok’ˈt̪’ɔːn̪
IPA modjokˈtɑːn
Syllableyoqṭān
Dictionyoke-TAWN
Diction Modyoke-TAHN
UsageJoktan
Part of speechn-pr-m

ଆଦି ପୁସ୍ତକ 10:25
ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍।

ଆଦି ପୁସ୍ତକ 10:26
ଏବଂ ୟକ୍ତନର ପୁତ୍ର ଅଲମାଦେଦ୍ ଓ ଶଲେପ୍, ହତସର୍ମାବତ ଓ ଯରହେ।

ଆଦି ପୁସ୍ତକ 10:29
ଓଫୀର, ହବୀଲା ଓ ୟୋବବ୍, ଏହି ସମସ୍ତ ୟକ୍ତଲର ସନ୍ତାନ।

ପ୍ରଥମ ବଂଶାବଳୀ 1:19
ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।

ପ୍ରଥମ ବଂଶାବଳୀ 1:20
ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ

ପ୍ରଥମ ବଂଶାବଳୀ 1:23
ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்