Base Word
יָפָה
Short Definitionproperly, to be bright, i.e., (by implication) beautiful
Long Definitionto be bright, be beautiful, be handsome, be fair
Derivationa primitive root
International Phonetic Alphabetjɔːˈpɔː
IPA modjɑːˈfɑː
Syllableyāpâ
Dictionyaw-PAW
Diction Modya-FA
Usagebe beautiful, be (make self) fair(-r), deck
Part of speechv

ଗୀତସଂହିତା 45:2
ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ, ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ, ସେଥିପାଇଁ ପରମେଶ୍ବର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।

ପରମଗୀତ 4:10
ଆଗୋ ମାରେ ଭଗିନୀ, ହେ ମାରେ ପ୍ରିୟେ, ତୁମ୍ଭର ପ୍ ରମେ କମେନ୍ତ ମନୋରମ। ତୁମ୍ଭ ପ୍ ରମେ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ଯ ଅପେକ୍ଷା ଉତ୍ତମ।

ପରମଗୀତ 7:1
ଆଗୋ ରାଜକନ୍ଯ, ପାଦୁକା ରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ ରେ ନିର୍ମିତ ରତ୍ନହାର ସ୍ବରୂପ।

ପରମଗୀତ 7:6
ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କମେନ୍ତ ସୁନ୍ଦରୀ ଓ ମ ନୋହାରିଣୀ।

ଯିରିମିୟ 4:30
ଆଉ ତୁମ୍ଭେ ଯେତବେେଳେ ବିନଷ୍ଟ ହବେ ସେତବେେଳେ ତୁମ୍ଭେ କ'ଣ କରିବ ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାର ରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥା ରେ ନିଜର ଚକ୍ଷୁ ରେ ଅଞ୍ଜନ ଦଇେ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ଯ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।

ଯିରିମିୟ 10:4
ସମାନେେ ସଗେୁଡ଼ିକୁ ସୁନା ଓ ରୂପା ରେ ସଜ୍ଜିତ କରନ୍ତି। ସମାନେେ ସଗେୁଡ଼ିକୁ ହାତୁଡ଼ି ଦ୍ବାରା କଣ୍ଟା ବାଡ଼ଇେ ଦୃଢ଼ କରନ୍ତି, ଯେପରି ସଗେୁଡ଼ିକ ଟଳମଳ ହବେେ ନାହିଁ କିଅବା ପଡ଼ିବେ ନାହିଁ।

ଯିହିଜିକଲ 16:13
ଏହିରୂପେ ତୁମ୍ଭେ ସୁନା ଓ ରୂପା ରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ର ରେଶମ ଓ ପଟ୍ଟଦ୍ବାରା ନିର୍ମିତ ଓ ଶିଳ୍ପ କର୍ମ ରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହାଇେ ଅବଶଷେ ରେ ରାଣୀପଦ ଯୋଗ୍ଯ ହେଲ।

ଯିହିଜିକଲ 31:7
ଏହିରୂପେ ସେ ନିଜର ମହତ୍ତ୍ବ ରେ ତାହାର ଶାଖାଗୁଡ଼ିକର ଦୀର୍ଘତା ୟୋଗୁଁ ମନୋହର ହେଲା, କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்