Base Word
יַעֲנָה
Short Definitionowl
Long Definitionan unclean bird
Derivationfeminine of H3283, and meaning the same
International Phonetic Alphabetjɑ.ʕə̆ˈn̪ɔː
IPA modjɑ.ʕə̆ˈnɑː
Syllableyaʿănâ
Dictionya-uh-NAW
Diction Modya-uh-NA
Usageowl
Part of speechn-f

ଲେବୀୟ ପୁସ୍ତକ 11:16
ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ,

ଦିତୀୟ ବିବରଣ 14:15
ଓଟପକ୍ଷୀ, ତାମସ ପକ୍ଷୀ, ସମକ୍ସ୍ଟଦ୍ର ଚିଲ ଓ ଆପଣା ଜାତି ଅନକ୍ସ୍ଟସା ରେ ଛଞ୍ଚାଣ,

ଆୟୁବ ପୁସ୍ତକ 30:29
ବଣର କୁକୁର ଓ ମରୁଭୂମିର ଓଟପକ୍ଷୀ ଭଳି ମୁଁ ଏକୁଟିଆ।

ଯିଶାଇୟ 13:21
ସହେି ମରୁଭୂମିରେ କବଳେ କେତକେ ବନ୍ଯପ୍ରାଣୀ ବାସ କରିବେ। ବାବିଲନୀଯମାନେ ସମାନଙ୍କେ ନିଜ ଗୃହ ରେ ଆଉ ରହିବେ ନାହିଁ। ସହେି ଗୃହଗୁଡ଼ିକ ପଚୋ ଓ ଓଟପକ୍ଷୀ ବାସ କରିବେ ଏବଂ ବନ୍ଯଛାଗ ସଠାେ ରେ ନୃତ୍ଯ କରିବେ।

ଯିଶାଇୟ 34:13
ସଠାେ ରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ବାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ବାରା ଆଚ୍ଛାଦିତ ହବେ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହବେ।

ଯିଶାଇୟ 43:20
ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସମାନେେ ଆମ୍ଭର ଗୌରବ କରିବେ।

ଯିରିମିୟ 50:39
ବାବିଲ ଆଉ କବେେ ଜନବସତି ଯୋଗ୍ଯ ହବେ ନାହିଁ। ବନ୍ଯପଶୁ, କନ୍ଦେୁଆମାନେ ସଠାେ ରେ ବାସ କରିବେ। ଓଟପକ୍ଷୀମାନେ ବିଶ୍ରାମ କରିବେ। ତାହା ପୁରୁଷାନୁକ୍ରମେ ବସତି ଯୋଗ୍ଯ ହବେ ନାହିଁ।

ମୀଖା 1:8
ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହବେି। ମୁଁ ବିବସ୍ତ୍ର ହାଇେ ଖାଲି ପାଦ ରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶାେକ କରିବି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்