Base Word
יָעַד
Short Definitionto fix upon (by agreement or appointment); by implication, to meet (at a stated time), to summon (to trial), to direct (in a certain quarter or position), to engage (for marriage)
Long Definitionto fix, appoint, assemble, meet, set, betroth
Derivationa primitive root
International Phonetic Alphabetjɔːˈʕɑd̪
IPA modjɑːˈʕɑd
Syllableyāʿad
Dictionyaw-AD
Diction Modya-AD
Usageagree, (make an) appoint(-ment) (a time), assemble (selves), betroth, gather (selves, together), meet (together), set (a time)
Part of speechv

ଯାତ୍ରା ପୁସ୍ତକ 21:8
ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।

ଯାତ୍ରା ପୁସ୍ତକ 21:9
ଯଦି ତା'ର ମୁନିବ ତାକୁ ତା'ର ପୁତ୍ରବଧୁ କରିବାକୁ କହିଥାଏ, ତବେେ ତାକୁ ଦାସୀ ଭାପରେ ବିବଚେନା କରାୟାଇ ପାରିବ ନାହିଁ। ତାକୁ ତାଙ୍କର କନ୍ଯାପରି ବ୍ଯବହାର କରାୟିବ।

ଯାତ୍ରା ପୁସ୍ତକ 25:22
ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।

ଯାତ୍ରା ପୁସ୍ତକ 29:42
ଏହା ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ଯ ହାମବେଳି ହବେ। ସହେି ସ୍ଥାନ ରେ ମୁଁ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବି।

ଯାତ୍ରା ପୁସ୍ତକ 29:43
ସହେି ସ୍ଥାନ ରେ ମୁଁ ଇଶ୍ରାୟେଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମାରେ ମହିମା ରେ ତମ୍ବୁଟି ପବିତ୍ର ହବେ।

ଯାତ୍ରା ପୁସ୍ତକ 30:6
ମୁଁ ତୁମ୍ଭକୁ ଯେଉଁ ସ୍ଥାନ ରେ ସାକ୍ଷାତ କରିବି ତାହା ନିଯମ-ସିନ୍ଦୁକର ସମ୍ମୁଖ ରେ ଅଛି। ଯେଉଁଟାକି ପରଦା ପାଶର୍‌ବ ରେ ନିଯମ-ସିନ୍ଦୁକ ଆଚ୍ଛାଦକର ଆଗ ରେ ଅଛି।

ଯାତ୍ରା ପୁସ୍ତକ 30:36
ତହିଁରୁ କିଛି ଚୁର୍ଣ୍ଣ କରି ଯେଉଁ ସମାଗମ ତମ୍ବୁ ରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧିଅରେ ନିଯମ-ସିନ୍ଦୁକ ମଧିଅରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହବେ।

ଗଣନା ପୁସ୍ତକ 10:3
ସମାନେେ ଯେତବେେଳେ ଦୁଇଟି ତୁରୀ ବଜାଇବେ ସମସ୍ତ ଲୋକମାନେ ସମାଗମ ତମ୍ବୁ ରେ ତୁମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

ଗଣନା ପୁସ୍ତକ 10:4
ଯଦି ସମାନେେ ଏକ ତୂରୀ ବଜାଇବେ ତବେେ ପରିବାରବର୍ଗର ଅଧିପତିମାନେ ତିମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

ଗଣନା ପୁସ୍ତକ 14:35
'ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମାେ ବିଷଯ ରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହାଇେଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚଯ ପ୍ରତିଫଳ କରିବି। ସମାନେେ ଏଠା ରେ ନଷ୍ଟ ହବେେ ଓ ଏହି ସ୍ଥାନ ରେ ସମାନେେ ମରିବେ।'

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்