Base Word
יָכֹל
Short Definitionto be able, literally (can, could) or morally (may, might)
Long Definitionto prevail, overcome, endure, have power, be able
Derivationor (fuller) יָכוֹל; a primitive root
International Phonetic Alphabetjɔːˈkol
IPA modjɑːˈχo̞wl
Syllableyākōl
Dictionyaw-KOLE
Diction Modya-HOLE
Usagebe able, any at all (ways), attain, can(-not) (away with), could, endure, might, overcome, have power, prevail, still, suffer
Part of speechv

ଆଦି ପୁସ୍ତକ 13:6
ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସମାନେେ ସଠାେରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲାନାହିଁ।

ଆଦି ପୁସ୍ତକ 13:16
ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

ଆଦି ପୁସ୍ତକ 15:5
ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।

ଆଦି ପୁସ୍ତକ 19:19
ତୁମ୍ଭେ ମାେତେ ମାହେ ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ଯନ୍ତ ଦୟା ଓ ଅନୁଗ୍ରହ ଦଖାଇେଛ। କିନ୍ତୁ ମୁଁ ପର୍ବତକୁ ପଳାଇ ୟାଇ ନପା ରେ। ଏହି ବିପତ୍ତି ହୁଏତ ମାେତେ ଧରି ପକାଇବ ଓ ମାରିଦବେ।

ଆଦି ପୁସ୍ତକ 19:22
କିନ୍ତୁ ଶିଘ୍ର ସଠାେକୁ ଦୌଡ଼ିୟାଅ। କାରଣ ଯେ ପର୍ୟ୍ଯନ୍ତ ତୁମ୍ଭମାନେେ ନିରାପଦ ରେ ନ ପହଁଞ୍ଚିଛ, ମୁଁ ସଦୋମକୁ ଧ୍ବଂସ କରିପାରିବି ନାହିଁ। ସହେି ସହରର ନାମ ଥିଲା ସୋଯର କାରଣ ଏହା ଅତି କ୍ଷୁଦ୍ର ଥିଲା।

ଆଦି ପୁସ୍ତକ 24:50
ଏହାପରେ ଲାବନ୍ ଏବଂ ବଥୂଯଲେ ଉତ୍ତର କଲେ, ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରବୁ ନାହିଁ।

ଆଦି ପୁସ୍ତକ 29:8
କିନ୍ତୁ ମଷେପାଳକ କହିଲେ, ଯେପର୍ୟ୍ଯନ୍ତ ସମସ୍ତ ମଷେ ଏକତ୍ର ନ ହାଇେଛନ୍ତି ସେ ପର୍ୟ୍ଯନ୍ତ ଆମ୍ଭେ ଏହା କରିପାରିବୁ ନାହିଁ। ସମସ୍ତ ଏକତ୍ର ହବୋପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢିବୁ ଏବଂ ସମସ୍ତ ମଷେମାନେ ପାଣି ପିଇପାରିବେ।

ଆଦି ପୁସ୍ତକ 30:8
ରାହେଲ କହିଲା, ମୁଁ ମାରେ ଭଉଣୀ ସହିତ ସଂଘର୍ଷ କରି ଜଯ କଲି। ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।

ଆଦି ପୁସ୍ତକ 31:35
ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, ମାେ ଉପରେ କୋର୍ଧ କରନାହିଁ। ମୁଁ ତୁମ୍ଭ ସମ୍ମୁଖ ରେ ଠିଆ ହବୋକୁ ଅସମର୍ଥ, କାରଣ ମାରେମାସିକ ଋତୁସ୍ରାବ ହେଉଛି। ତେଣୁ ଲାବନ ସବୁଆଡ଼େ ଖାଜେିଲେ କିନ୍ତୁ କେଉଁଠା ରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।

ଆଦି ପୁସ୍ତକ 32:25
ସହେି ଲୋକଟି ଦେଖିଲା ସେ ଯାକୁବକୁ ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯାକୁବର ଗୋଡ଼କୁ ଟାଣି ଦବୋରୁ ତା'ର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।

Occurences : 192

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்