Base Word
יַחַת
Short DefinitionJachath, the name of four Israelites
Long Definitionson of Reaiah and grandson of Shobal of the tribe of Judah
Derivationfrom H3161; unity
International Phonetic Alphabetjɑˈħɑt̪
IPA modjɑˈχɑt
Syllableyaḥat
Dictionya-HAHT
Diction Modya-HAHT
UsageJahath
Part of speechn-pr-m

ପ୍ରଥମ ବଂଶାବଳୀ 4:2
ଶୋବଲ୍ଙ୍କର ପୁତ୍ର ଥିଲେ ରାଯା। ରାଯା ୟହତଙ୍କର ପିତା ଥିଲେ। ୟହତ ଅହୂମଯ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିଯୀଯଙ୍କର ବଂଶଧର ଅଟନ୍ତି।

ପ୍ରଥମ ବଂଶାବଳୀ 4:2
ଶୋବଲ୍ଙ୍କର ପୁତ୍ର ଥିଲେ ରାଯା। ରାଯା ୟହତଙ୍କର ପିତା ଥିଲେ। ୟହତ ଅହୂମଯ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିଯୀଯଙ୍କର ବଂଶଧର ଅଟନ୍ତି।

ପ୍ରଥମ ବଂଶାବଳୀ 6:20
ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ : ଲିବନି ଗେର୍ଶୋନଙ୍କ ପୁତ୍ର ଥିଲେ। ୟହତ୍, ଲିବନିଙ୍କ ପୁତ୍ର ଥିଲେ। ସିମ୍ମ ୟହତ୍ଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 6:43
ଶିମିଯ ୟହତଙ୍କ ପୁତ୍ର ଥିଲେ। ୟହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲବେୀଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 23:10
ଶିମିଯିଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ, ୟହତ୍, ସୀଷ, ୟିଯଶ୍ ଓ ବରୀଯ।

ପ୍ରଥମ ବଂଶାବଳୀ 23:11
ୟହତ୍ ଜେଷ୍ଠ ପୁତ୍ର ଓ ସୀଷ ଦ୍ବିତୀୟ ପୁତ୍ର ଥିଲେ। କିନ୍ତୁ ୟିଯୂଶ୍ ଓ ବରୀଯର ଅନକେ ସନ୍ତାନ ନ ଥିଲେ। ତେଣୁ ୟିଯଶ୍ ଓ ବରୀଯଙ୍କୁ ଗୋଟିଏ ପରିବାର ରୂପେ ଗଣ୍ଯ କରାଯାଉ ନ ଥିଲା।

ପ୍ରଥମ ବଂଶାବଳୀ 24:22
ୟିଶହରିଯ ପରିବାରବର୍ଗ ଶ ଲୋମୀତ୍।

ଦିତୀୟ ବଂଶାବଳୀ 34:12
ଲୋକମାନେ ଅତି ବିଶ୍ବସ୍ତଭାବରେ କାର୍ୟ୍ଯ କରୁଥିଲେ। ସମାନଙ୍କେର ତଦାରଖକାରୀମାନେ ଥିଲେ ୟହତ୍ ଓ ଓବଦିଯ। ୟହତ୍ ଓ ଓବଦିଯ ଲବେୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିଯ ଓ ମଶୁଲ୍ଲମ୍। ସମାନେେ କହାତ୍ ବଂଶର ଥିଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்