Base Word
יוֹאָחָז
Short DefinitionJoachaz, the name of two Israelites
Long Definitionthe father of Joah, Josiah's chronicler
Derivationa form of H3059
International Phonetic Alphabetjo.ʔɔːˈħɔːd͡z
IPA modjo̞w.ʔɑːˈχɑːz
Syllableyôʾāḥāz
Dictionyoh-aw-HAWDZ
Diction Modyoh-ah-HAHZ
UsageJehoahaz, Joahaz
Part of speechn-pr-m

ଦିତୀୟ ରାଜାବଳୀ 14:1
ଇଶ୍ରାୟେଲର ରାଜା ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କରିବାକୁ ଆରମ୍ଭ କଲେ।

ଦିତୀୟ ବଂଶାବଳୀ 34:8
ତାଙ୍କର ରାଜତ୍ବର ଅଷ୍ଟାଦଶ ବର୍ଷା ରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟଯ, ଶାଫନ୍, ମା ସଯେ ଏବଂ ୟୋଯାହଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫାନ୍ଙ୍କ ପିତାଙ୍କର ନାମ ଥିଲା ଅତ୍ସଲିଯ। ମା ସଯେ ନଗରର ନେତା ଥିଲେ ଓ ୟୋଯାହଙ୍କ ପିତାଙ୍କର ନାମ ଥିଲା ୟୋଯାହସ। ୟୋଯାହ ବିତରଣ ରକ୍ଷକ ଥିଲେ।

ଦିତୀୟ ବଂଶାବଳୀ 36:2
ଯିହାୟୋଦାରହସ୍ ଯିହୁଦାର ରାଜା ହବୋ ସମୟରେ ତଇେଶ ବର୍ଷ ବଯସ୍କ ହାଇେଥିଲେ। ସେ ତିନିମାସ ପର୍ୟ୍ଯନ୍ତ ୟିରୁଶାଲମ ରେ ରାଜା ହାଇେଥିଲେ।

ଦିତୀୟ ବଂଶାବଳୀ 36:4
ମିଶରର ରାଜା ଯିହାୟୋଦାରହସ୍ଙ୍କ ଭ୍ରାତା ଇଲୀଯାକୀମଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା କଲେ। ଏହାପରେ ମିଶରର ରାଜା ଇଲୀଯାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହାୟୋଦାରକୀମ୍ ଦେଲେ। କିନ୍ତୁ ନଖୋ ଯିହାୟୋଦାରକୀମ୍ର ଭାଇ ଯିହାୟୋଦାରହସ୍ଙ୍କୁ ମିଶରକୁ ନଇଗେଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்