Base Word
יוֹאָח
Short DefinitionJoach, the name of four Israelites
Long Definitionson of Asaph and chronicler to Hezekiah
Derivationfrom H3068 and H0251; Jehovahbrothered
International Phonetic Alphabetjoˈʔɔːħ
IPA modjo̞wˈʔɑːχ
Syllableyôʾāḥ
Dictionyoh-AW
Diction Modyoh-AK
UsageJoah
Part of speechn-pr-m

ଦିତୀୟ ରାଜାବଳୀ 18:18
ପୁଣି ସମାନେେ ରାଜା ହିଲକିଯଙ୍କୁ ଡାକନ୍ତେ ହିଲକିଯର ପୁତ୍ର ଇଲିଯାକୀମ୍ ନାମକ ରାଜଗୃହାଧ୍ଯକ୍ଷ, ଶିବନ୍ ଲେଖକ ଓ ଆସଫର ପୁତ୍ର ୟୋଯାହ ନାମକ ଇତିହାସ ଲେଖକ ସମାନଙ୍କେୁ ଭଟେିବାକୁ ବାହାରିଲେ।

ଦିତୀୟ ରାଜାବଳୀ 18:26
ତା'ପରେ ହିଲକିଯର ପୁତ୍ର ଇଲିଯାକୀମ୍, ଶିବନ ଓ ୟୋଯାହ ରବଶାକିକୁ କହିଲେ, ବିନଯ କରୁଅଛୁ, ଆପଣ ଅରାମୀଯ ଭାଷା ରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭମାନେେ ତାହା ବୁଝୁଅଛୁ। କିନ୍ତୁ ଆପଣ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।

ଦିତୀୟ ରାଜାବଳୀ 18:37
ହିଲ୍କିଯର ପୁତ୍ର ଇଲିଯାକୀମ ନାମକ ରାଜଗୃହାଧ୍ଯକ୍ଷ, ଶିବନ୍ ଲେଖକ ଓ ଆସଫର ପୁତ୍ର ୟୋଯାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜିକିଯ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।

ପ୍ରଥମ ବଂଶାବଳୀ 6:21
ୟୋଯାଦ ସମ୍ମିଙ୍କ ପୁତ୍ର ଥିଲେ। ଇଦ୍ଦୋ ୟୋଯାହଙ୍କ ପୁତ୍ର ଥିଲେ। ସରହେ ଇଦ୍ଦୋଙ୍କ ପୁତ୍ର ଥିଲେ। ୟିଯତ୍ରଯ ସରହଙ୍କେର ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 26:4
ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ ; ଓବେଦ୍-ଇଦୋମଙ୍କର ଜେଷ୍ଠ ପୁତ୍ର ଥିଲେ ଶମଯିଯ। ୟିହୋଷାବଦ୍ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ୟୋଯାଦ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନଲେ ତାଙ୍କର ପଞ୍ଚମ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 29:12
ଯେଉଁ ଲବେୀୟମାନେ କାର୍ୟ୍ଯ କରିବାକୁ ଆରମ୍ଭ କଲେ, ସମାନଙ୍କେର ତାଲିକା ଏହି : କହାତ୍ ବଂଶର ଅମାସଯଙ୍କ ପୁତ୍ର ମାହତ୍ ଓ ଅସରିଯଙ୍କ ପୁତ୍ର ଯାୟେଲ୍ ଥିଲେ। ମରାରି ବଂଶଧରର ବବ୍ଦିଙ୍କ ପୁତ୍ର କୀଶ୍ ଓ ୟିହୋଲିଲଲଙ୍କେ ପୁତ୍ର ଅସରିଯ ଥିଲେ।

ଦିତୀୟ ବଂଶାବଳୀ 29:12
ଯେଉଁ ଲବେୀୟମାନେ କାର୍ୟ୍ଯ କରିବାକୁ ଆରମ୍ଭ କଲେ, ସମାନଙ୍କେର ତାଲିକା ଏହି : କହାତ୍ ବଂଶର ଅମାସଯଙ୍କ ପୁତ୍ର ମାହତ୍ ଓ ଅସରିଯଙ୍କ ପୁତ୍ର ଯାୟେଲ୍ ଥିଲେ। ମରାରି ବଂଶଧରର ବବ୍ଦିଙ୍କ ପୁତ୍ର କୀଶ୍ ଓ ୟିହୋଲିଲଲଙ୍କେ ପୁତ୍ର ଅସରିଯ ଥିଲେ।

ଦିତୀୟ ବଂଶାବଳୀ 34:8
ତାଙ୍କର ରାଜତ୍ବର ଅଷ୍ଟାଦଶ ବର୍ଷା ରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟଯ, ଶାଫନ୍, ମା ସଯେ ଏବଂ ୟୋଯାହଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫାନ୍ଙ୍କ ପିତାଙ୍କର ନାମ ଥିଲା ଅତ୍ସଲିଯ। ମା ସଯେ ନଗରର ନେତା ଥିଲେ ଓ ୟୋଯାହଙ୍କ ପିତାଙ୍କର ନାମ ଥିଲା ୟୋଯାହସ। ୟୋଯାହ ବିତରଣ ରକ୍ଷକ ଥିଲେ।

ଯିଶାଇୟ 36:3
ୟିରୁଶାଲମର ତିନିଜଣ ବ୍ଯକ୍ତି ସନୋଧ୍ଯକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସମାନେେ ହେଲେ ହିଲକିଯର ପୁତ୍ର ରାଜଗୃହ ରକ୍ଷୀ ଇଲିଯାକୀମ, ଲେଖକ ଶିବ୍ନ ଓ ଆସଫର ପୁତ୍ର ଇତିହାସ ଲେଖକ ୟୋଯାହ।

ଯିଶାଇୟ 36:11
ତା'ପ ରେ ଇଲିଯାକିମ୍, ଶିବ୍ନ ଓ ୟୋଯାହ ରବଶାକିକି କହିଲେ, ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀଯ ଭାଷା ରେ କୁହନ୍ତୁ। କାରଣ ଆମ୍ଭମାନେେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ।'

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்