Base Word
יְהוּדִית
Short Definitionthe Jewish (used adverbially) language
Long Definitionin the Jewish language, in Hebrew
Derivationfeminine of H3064
International Phonetic Alphabetjɛ̆.huːˈd̪ɪi̯t̪
IPA modjɛ̆.huˈdiːt
Syllableyĕhûdît
Dictionyeh-hoo-DEET
Diction Modyeh-hoo-DEET
Usagein the Jews' language
Part of speecha-f

ଦିତୀୟ ରାଜାବଳୀ 18:26
ତା'ପରେ ହିଲକିଯର ପୁତ୍ର ଇଲିଯାକୀମ୍, ଶିବନ ଓ ୟୋଯାହ ରବଶାକିକୁ କହିଲେ, ବିନଯ କରୁଅଛୁ, ଆପଣ ଅରାମୀଯ ଭାଷା ରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭମାନେେ ତାହା ବୁଝୁଅଛୁ। କିନ୍ତୁ ଆପଣ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।

ଦିତୀୟ ରାଜାବଳୀ 18:28
ତାପରେ ଆଦେଶକାରୀ ୟିହୁଦୀଯ ଭାଷା ରେ ଉଚ୍ଚସ୍ବର ରେ ଚିତ୍କାର କରି କହିଲେ, ତୁମ୍ଭମାନେେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ।

ଦିତୀୟ ବଂଶାବଳୀ 32:18
ଏହାପରେ ଅଶୂରର ରାଜାର ଭୃତ୍ଯମାନେ ୟିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ବର ରେ ଡାକିଲେ। ସହେି ଭୃତ୍ଯମାନେ ୟିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସମାନେେ ଯେପରି ୟିରୁଶାଲମ ନଗରକୁ ହସ୍ତଗତ କରିପାରନ୍ତି, ସେଥିନିମନ୍ତେ ସହେିସବୁ କଥା କହିଲେ।

ନିହିମିୟା 13:24
ସମାନଙ୍କେ ବାଳକମାନେ ଅଧେ ଅସ୍ଦୋଦୀଯ ଭାଷା ରେ କଥାବାର୍ତ୍ତା କଲେ। ସମାନେେ ୟିହୁଦୀଯ ଭାଷା ରେ କଥାବାର୍ତ୍ତା କରିପାରିଲେ ନାହିଁ। ମାତ୍ର ପ୍ରେତ୍ୟକକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ।

ଯିଶାଇୟ 36:11
ତା'ପ ରେ ଇଲିଯାକିମ୍, ଶିବ୍ନ ଓ ୟୋଯାହ ରବଶାକିକି କହିଲେ, ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀଯ ଭାଷା ରେ କୁହନ୍ତୁ। କାରଣ ଆମ୍ଭମାନେେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ।'

ଯିଶାଇୟ 36:13
ତା'ପ ରେ ରବଶାକି ଉଚ୍ଚସ୍ବର ରେ ୟିହୁଦୀଯ ଭାଷା ରେ କହିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்