Base Word
טַל
Short Definitiondew (as covering vegetation)
Long Definitiondew
Derivationthe same as H2919
International Phonetic Alphabett̪’ɑl
IPA modtɑl
Syllableṭal
Dictiontahl
Diction Modtahl
Usagedew
Part of speechn-m

ଦାନିଏଲ 4:15
ତାହାର ମୂଳ ଲୌହ ଓ ପିତ୍ତଳମଯ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ ତୃଣ ରେ ରଖ ଓ ତାହା ଆକାଶର କାକର ରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣ ରେ ତାହାର ଅଂଶ ହେଉ।

ଦାନିଏଲ 4:23
ଏବଂ ଆପଣ ମଧ୍ଯ ଦେଖିଲେ ଯେ, ସ୍ବର୍ଗରୁ ପବିତ୍ର ସ୍ବର୍ଗଦୂତ ଓହ୍ଲାଇ ଆସି କହିଲେ, 'ଏ ବୃକ୍ଷକୁ ବିନଷ୍ଟ କରି ଛଦନେ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧିଅରେ ରଖ। ଆଉ ତାହା ଆକାଶର କାକର ରେ ତିନ୍ତୁ ଓ ତାହା ଉପ ରେ ସାତବର୍ଷ ଅତିକ୍ରମ କରିବା ପର୍ୟ୍ଯନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।'

ଦାନିଏଲ 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।

ଦାନିଏଲ 4:33
ସହେି ସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହାଇେ ଗୋରୁପରି ତୃଣ ଭକ୍ଷଣ କଲେ। ଆଉ ସେ ଆକାଶର କାକର ରେ ତିନ୍ତିଲେ। ଶଷେ ରେ ତାହାର କେଶ ଉକ୍ରୋଶପକ୍ଷୀର ପର ତୁଲ୍ଯ ଓ ତାହାର ନଖ ପକ୍ଷୀର ନଖ ତୁଲ୍ଯ ବଢିଲା।

ଦାନିଏଲ 5:21
ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்