Base Word
טִירָה
Short Definitiona wall; hence, a fortress or a hamlet
Long Definitionencampment, battlement
Derivationfeminine of (an equivalent to) H2905
International Phonetic Alphabett̪’ɪi̯ˈrɔː
IPA modtiːˈʁɑː
Syllableṭîrâ
Dictiontee-RAW
Diction Modtee-RA
Usage(goodly) castle, habitation, palace, row
Part of speechn-f

ଆଦି ପୁସ୍ତକ 25:16
ଏହି ସମସ୍ତେ ଇଶ୍ମାଯଲରେ ସନ୍ତାନ, ସମାନଙ୍କେର ଗ୍ରାମ ଓ ଛାଉଣୀ ସ୍ଥାନ ଥିଲା। ସହେି ବାରଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ।

ଗଣନା ପୁସ୍ତକ 31:10
ତା'ପରେ ସମାନଙ୍କେର ସକଳ ନଗର ଓ ସକଳ ଗ୍ରାମଗୁଡିକ ଦଗ୍ଧ ଗଲେ।

ପ୍ରଥମ ବଂଶାବଳୀ 6:54
ଏହି ସମସ୍ତ ସ୍ଥାନ ରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସମାନଙ୍କେୁ ଦତ୍ତ ହାଇେଥିବା ଦେଶ ରେ ସମାନେେ ଛାଉଣୀ ମଧିଅରେ ବାସ କଲେ। ଲବେୀୟ ଲୋକମାନଙ୍କୁ ଦିଆୟାଇଥିବା ଦେଶ ରେ କହାତୀଯମାନେ ପ୍ରଥମ ଅଂଶ ପାଇଲେ।

ଗୀତସଂହିତା 69:25
ସମାନଙ୍କେର ଗୃହଗୁଡ଼ିକୁ ଶୂନ୍ଯ କର। କହେି ଜୀବିତ ନ ରୁହନ୍ତୁ।

ପରମଗୀତ 8:9
ଯବେେ ସେ ପ୍ରାଚୀର ସ୍ବରୂପା ହୁଏ। ତବେେ ଆମ୍ଭମାନେେ ତାକୁ ରୂପା ଗହଣା ରେ ଢ଼ାଙ୍କି ଦବେୁ। ଯଦି ସେ ଏକ ଦ୍ବାର ପରି ହୁଏ, ତବେେ ଆମ୍ଭମାନେେ ତାକୁ ଏରସ ପଟା ରେ ଆବରଣ କରିଦବେୁ।

ଯିହିଜିକଲ 25:4
ତେଣୁ ମୁଁ ତୁମ୍ଭମାନଙ୍କୁ ପୂର୍ବ ଦେଶୀଯ ସନ୍ତାନଗଣଙ୍କୁ ସମ୍ପତ୍ତି ରୂପେ ହସ୍ତ ରେ ସମର୍ପଣ କରିବି। ଏବଂ ସମାନେେ ତୁମ୍ଭମାନଙ୍କ ମଧିଅରେ ଛାଉଣୀ ସ୍ଥାପନ କରିବେ ଓ ତୁମ୍ଭମାନଙ୍କ ମଧିଅରେ ନିଜ ନିଜ ବାସସ୍ଥାନ ନିର୍ମାଣ କରିବେ। ସମାନେେ ମଧ୍ଯ ତୁମ୍ଭମାନଙ୍କର ଫଳ ଭୋଜନ କରିବେ ଓ ତୁମ୍ଭମାନଙ୍କର ଦୁଗ୍ଧ ପାନ କରିବେ।

ଯିହିଜିକଲ 46:23
ସହେି ପ୍ରାଙ୍ଗଣର ଚାରିପାଖ ରେ ଥାକ ଥିଲା। ସହେି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହାଇେଥିଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்