Base Word
חֻשָׁתִי
Short Definitiona Chushathite or descendant of Chushah
Long Definitionan inhabitant of Hushah or a descendant of Hushah; the designation given to two of David's mighty warriors
Derivationpatronymically from H2364
International Phonetic Alphabetħu.ʃɔːˈt̪ɪi̯
IPA modχu.ʃɑːˈtiː
Syllableḥušātî
Dictionhoo-shaw-TEE
Diction Modhoo-sha-TEE
UsageHushathite
Part of speechn-m

ଦିତୀୟ ଶାମୁୟେଲ 21:18
ଏହାପରେ ପକ୍ସ୍ଟଣିଥରେ ଗୋବ ରେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ ହେଲା, ତହିଁରେ ହୂଶାତୀଯ ସଦ୍ଦଖଯ ଦୀର୍ଘ୍ଯକାଯ ବଂଶଜାତ ସଫକକ୍ସ୍ଟ ବଧ କଲା।

ଦିତୀୟ ଶାମୁୟେଲ 23:27
ଅନାଥୋତୀଯ ଅବୀଯଷେର, ହୂଶାତୀଯ ମବକ୍ସ୍ଟନ୍ନଯ,

ପ୍ରଥମ ବଂଶାବଳୀ 11:29
ହୁଶାତୀଯ ସିଦ୍ଦଖଯ, ଅହୋହୀଯ ଈଲଯ ;

ପ୍ରଥମ ବଂଶାବଳୀ 20:4
ଏହାପରେ ଗଷେର ସହର ରେ ଇଶ୍ରାୟେଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ୟୁଦ୍ଧ କଲେ। ସହେି ସମୟରେ ହଶାତୀଯ ସିଦ୍ଦଖଯ ସିପ୍ପଯକୁ ବଧ କଲେ। ଏହି ସିପ୍ପଯ ଦୈତ୍ଯପୁତ୍ରମାନଙ୍କ ମଧ୍ଯରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲୀୟମାନଙ୍କର କ୍ରୀତଦାସ ତୁଲ୍ଯ ହାଇଗେଲେ।

ପ୍ରଥମ ବଂଶାବଳୀ 27:11
ସିଦ୍ଦଖଯ ଅଷ୍ଟମ ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ଅଷ୍ଟମ ମାସର ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ହୂଶାତୀଯରୁ ଆସିଥିଲେ। ସିଦ୍ଦଖଯ ସରହଙ୍କେ ପରିବାରରୁ ଆସିଥିଲେ। ସିଦ୍ଦଖଯଙ୍କ ଦଳ ରେ 24,000 ଲୋକ ଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்