Base Word
חׇרְמָה
Short DefinitionChormah, a place in Palestine
Long Definitiona town of the Canaanites, conquered by Joshua, allotted to Judah, and located in the south of Judah
Derivationfrom H2763; devoted
International Phonetic Alphabetħorˈmɔː
IPA modχoʁˈmɑː
Syllableḥormâ
Dictionhore-MAW
Diction Modhore-MA
UsageHormah
Part of speechn-pr-loc

ଗଣନା ପୁସ୍ତକ 14:45
ସେତବେେଳେ ସହେି ପର୍ବତବାସୀ ଅମାଲକେୀଯ ଓ କିଣାନୀଯ ଲୋକମାନେ ଓହ୍ଲାଇ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ପରାସ୍ତକରି ହର୍ମା ପର୍ୟ୍ଯନ୍ତ ତଡି ଦେଲେ।

ଗଣନା ପୁସ୍ତକ 21:3
ତହୁଁ ସଦାପ୍ରଭୁ ସମାନଙ୍କେ ପ୍ରାର୍ଥନା ଶୁଣିଲେ, ସେ କିଣାନୀଯମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ ଓ ସମାନଙ୍କେ ସମସ୍ତ ନଗର ବର୍ଜନୀଯ ରୂପେ ବିନାଶ ହେଲା। ତେଣୁ ସହେି ସ୍ଥାନର ନାମ ହର୍ମା ହେଲା।

ଦିତୀୟ ବିବରଣ 1:44
କିନ୍ତୁ ଇ ମାରେୀଯ ଲୋକମାନେ ତୁମ୍ଭମାନଙ୍କ ସହିତ ୟିଦ୍ଧ କରିବାକୁ ବାହାରି ପଡିଲେ ଓ ସମାନେେ ମହକ୍ସ୍ଟମାଛି ପରି ସମାନଙ୍କେୁ ତଡି ଦେଲେ। ସମାନେେ ତୁମ୍ଭମାନଙ୍କୁ ସଯେୀରର ହର୍ମା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।

ଯିହୋଶୂୟ 12:14
ହର୍ମାର ରାଜା 1, ଅରାଦର ରାଜା 1

ଯିହୋଶୂୟ 15:30
ଇଲତୋଲଦ୍, କସୀଲ, ହର୍ମା,

ଯିହୋଶୂୟ 19:4
ଇଲ୍ତୋଲଦ୍, ବଥକ୍ସ୍ଟଲ୍ ଓ ହର୍ମା

ବିଚାରକର୍ତାମାନଙ୍କ ବିବରଣ 1:17
ୟିହକ୍ସ୍ଟଦା ଓ ତାଙ୍କର ଭାଇମାନେ ମିଶିଶିମିଯୋନ ପରିବାରବର୍ଗ ସହିତ ଗଲେ, ସମାନେେ ସଫାତ୍ବାସୀ କିଣାନୀଯମାନଙ୍କୁ ଆଘାତ କରି ସହେି ନଗରକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ ଏବଂ ସହେି ନଗର ନାମ ହେଲା ହର୍ମା।

ପ୍ରଥମ ଶାମୁୟେଲ 30:30
ହର୍ମା, କୋରାଶନ୍, ଅଥାକ୍,

ପ୍ରଥମ ବଂଶାବଳୀ 4:30
ବଥୁଯଲେ, ହର୍ମା, ସିକ୍ଳଗ,

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்