Base Word
חָרַד
Short Definitionto shudder with terror; hence, to fear; also to hasten (with anxiety)
Long Definitionto tremble, quake, move about, be afraid, be startled, be terrified
Derivationa primitive root
International Phonetic Alphabetħɔːˈrɑd̪
IPA modχɑːˈʁɑd
Syllableḥārad
Dictionhaw-RAHD
Diction Modha-RAHD
Usagebe (make) afraid, be careful, discomfit, fray (away), quake, tremble
Part of speechv

ଆଦି ପୁସ୍ତକ 27:33
ଏହାପରେ ଇସ୍ହାକ ବହୁତ ବ୍ଯସ୍ତ ହେଲେ ଏବଂ କହିଲେ, ତବେେ ସିଏ କିଏ ଥିଲା। ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶିର୍ବାଦ କଲି। ବର୍ତ୍ତମାନ ମାରେଆଶୀର୍ବାଦ ଫରୋଇବା ପାଇଁ ଡ଼ରେି ହାଇେଛି।

ଆଦି ପୁସ୍ତକ 42:28
ସେ ତା'ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, ଦେଖ, ମୁଁ ଯେଉଁ ଅର୍ଥ ଶସ୍ଯ ପାଇଁ ଦଇେଥିଲି, ତାହା ଏଠା ରେ ଅଛି। କହେି ଲୋକ ମାେ ପଟ ରେ (ଥଳି ରେ) ସହେି ଅର୍ଥ ପୁରାଇ ଦଇେଛି। ତା'ର ସମସ୍ତ ଭାଇମାନେ ଭୟ କରିଗଲେ। ସମାନେେ ପରସ୍ପର କୁହା କୁହି ହେଲେ, ପରମେଶ୍ବର ଆମ୍ଭମାନଙ୍କ ପାଇଁ କ'ଣ କରୁଛନ୍ତି?

ଯାତ୍ରା ପୁସ୍ତକ 19:16
ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।

ଯାତ୍ରା ପୁସ୍ତକ 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।

ଲେବୀୟ ପୁସ୍ତକ 26:6
ଆମ୍ଭେ ଦେଶର ଶାନ୍ତି ସ୍ଥାପନ କରିବା, ତୁମ୍ଭମାନେେ ଶଯନ କଲା ବେଳେ କହେି ତୁମ୍ଭମାନଙ୍କୁ ଭୟ ଦଖାଇବେେ ନାହିଁ। ପୁଣି ଆମ୍ଭେ ହିଂସ୍ରଜନ୍ତୁମାନଙ୍କୁ ଦେଶରୁ ଦୂ ରଇେ ଦବୋ ଏବଂ ତୁମ୍ଭ ଦେଶ ରେ ଶତୃ ପ୍ରବେଶ କରିପାରିବ ନାହିଁ।

ଦିତୀୟ ବିବରଣ 28:26
ତୁମ୍ଭମାନଙ୍କର ମୃତ ଶରୀର ସବୁ ହିଂସ୍ର ଜନ୍ତକ୍ସ୍ଟ, ପକ୍ଷୀମାନଙ୍କର ଖାଦ୍ୟ ହବେ। ସମାନଙ୍କେୁ ଘଉଡାଇବା ପାଇଁ କହେି ନଥିବେ।

ବିଚାରକର୍ତାମାନଙ୍କ ବିବରଣ 8:12
ସବହେ ଓ ସଲମକ୍ସ୍ଟନ୍ନ ମିଦିଯନୀଯମାନଙ୍କର ରାଜା ଦୌଡି ପଳାଇଲେ। କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ ଗୋଡଇଲେ ଓ ସମାନଙ୍କେୁ କାବକ୍ସ୍ଟ କଲେ। ଗିଦ୍ଦିୟୋନ ଏବଂ ତାଙ୍କର ସୈନ୍ଯମାନେ ଶତୃ ସୈନ୍ଯବାହୀନିକକ୍ସ୍ଟ ପରାସ୍ତ କଲେ।

ରୂତର ବିବରଣ 3:8
ମଧ୍ଯରାତ୍ର ସମୟରେ ସହେି ଲୋକ ପଡିଉଠି ଆଶ୍ଚର୍ୟ୍ଯ ହାଇେ ଅନାଇ ଦେଖିଲା ତା'ର ପାଦ ନିକଟରେ ଏକ ସ୍ତ୍ରୀ ଶଯନ କରିଛି।

ପ୍ରଥମ ଶାମୁୟେଲ 13:7
ଏପରିକି ଏବ୍ରୀଯମାନେ ୟର୍ଦ୍ଦନ ନଦୀ ପାର ହାଇେ ଗାଦ୍ ଓ ଗିଲିଯଦ ରାଜ୍ଯକକ୍ସ୍ଟ ଖସି ପଳାଇଲେ। ଶାଉଲ କିନ୍ତୁ ଗିଲ୍ଗଲ ରେ ରହିଲେ। ତାଙ୍କ ସୈନ୍ଯବାହୀନିର ସମସ୍ତ ସୈନିକମାନେ ଭୟ ରେ ଥରିବାକକ୍ସ୍ଟ ଲାଗିଲେ।

ପ୍ରଥମ ଶାମୁୟେଲ 14:15
ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்