Base Word
חׇרְבָּה
Short Definitionproperly, drought, i.e., (by implication) a desolation
Long Definitiona place laid waste, ruin, waste, desolation
Derivationfeminine of H2721
International Phonetic Alphabetħorˈbɔː
IPA modχoʁˈbɑː
Syllableḥorbâ
Dictionhore-BAW
Diction Modhore-BA
Usagedecayed place, desolate (place, -tion), destruction, (laid) waste (place)
Part of speechn-f

ଲେବୀୟ ପୁସ୍ତକ 26:31
ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ରସ୍ଥାନ ସକଳ ଶୂନ୍ଯ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।

ଲେବୀୟ ପୁସ୍ତକ 26:33
ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।

ଏଜ୍ରା 9:9
ହଁ, ଆମ୍ଭମାନେେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନଥିଲ। ତୁମ୍ଭେ ଆମ୍ଭପ୍ରତି ଦୟା କରିଥିଲ। ତୁମ୍ଭ ୟୋଗୁ ପାରସ୍ଯର ରାଜା ଆମ୍ଭପ୍ରତି ଦୟା ଦଖାଇେ ଥିଲେ। ତୁମ୍ଭର ମନ୍ଦିର ଧ୍ବଂସ ହାଇେ ୟାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦଲେୁ। ପରମେଶ୍ବର, ତୁମ୍ଭେ ଯିହୁଦା ଓ ୟିରୁଶାଲମ ରେ ପ୍ରାଚୀର ଦବୋପାଇଁ ଆମ୍ଭର ସହାୟ ହେଲ।

ଆୟୁବ ପୁସ୍ତକ 3:14
ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତ ରେ ଏହି ପୃଥିବୀ ରେ ଥିଲେ ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ବଂସାବସ୍ଥା ରେ ଅଛନ୍ତି।

ଗୀତସଂହିତା 9:6
ଶତ୍ରୁମାନେ ନିଶ୍ଚିହ୍ନ ହାଇେଛନ୍ତି। ହେ ସଦାପ୍ରଭୁ ତୁମ୍ଭେ ସମାନଙ୍କେର ନଗରକୁ ଧ୍ବଂସ କରିଛ। ବର୍ତ୍ତମାନ କବଳେ ଭଙ୍ଗା ଅଟ୍ଟାଳିକାର ଧ୍ବଂସାବଶଷେ ବିଦ୍ଯମାନ। ଆଜି ସମାନଙ୍କେୁ ମନେ ପକାଇବା ପାଇଁ କିଛି ଅବଶଷେ ବାକିରହି ନାହିଁ।

ଗୀତସଂହିତା 102:6
ମୁଁ ମରୁଭୂମିର ଏକାକୀ ପଚୋ ପରି, ମୁଁ ଏକ ପଚୋପରି ନିଃସଙ୍ଗ ୟିଏକି ଏକ ପୁରୁଣା ଧ୍ବଂସିତ ପରିତ୍ଯକ୍ତ କୋଠାରେ ବାସ କରୁଛି।

ଗୀତସଂହିତା 109:10
ତାଙ୍କର ଘର ଉଜୁଡ଼ି ଯାଉ। ସମାନେେ ସବୁ ଭିକାରୀ ହୁଅନ୍ତୁ।

ଯିଶାଇୟ 5:17
ପରଲମଶ୍ବର ଇଶ୍ରାଲୟଲରସଲାକମାନଙ୍କୁ ତାଙ୍କସଦଶରୁ ବିତାଡ଼ିତ କରିଲବ ଓସଦଶ ଜନଶୂନ୍ଯସହବ।ସମଷମାଲନ ଇଚ୍ଛାନୁସାସର ବିଚରଣ କରିଲବ।ସମଷଶାବକମାଲନ ଧନୀଲଲାକଙ୍କର ଜମିସର ବିଚରଣ କରିଲବ।

ଯିଶାଇୟ 44:26
ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।

ଯିଶାଇୟ 48:21
ସଦାପ୍ରଭୁ ଯଦିଓ ମରୁଭୂମିରୁ ସମାନଙ୍କେୁ ନେଲେ, ସମାନେେ ତୃଷାର୍ତ୍ତ ହେଲେ ନାହିଁ। ସେ ସମାନଙ୍କେ ପାଇଁ ଶୈଳରୁ ଜଳଷୋର୍ତ ବୁହାଇଲେ ; ଆଉ ମଧ୍ଯ ସେ ଶୈଳକୁ ବିଦୀର୍ଣ୍ଣ କଲେ ଓ ତହିଁରୁ ଜଳ ନିର୍ଗତ ହେଲା।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்