Base Word
חֶצְרוֹן
Short DefinitionChetsron, the name of a place in Palestine; also of two Israelites
Long Definition(n pr m) a son of Reuben
Derivationfrom H2691; court-yard
International Phonetic Alphabetħɛt͡sˤˈron̪
IPA modχɛt͡sˈʁo̞wn
Syllableḥeṣrôn
Dictionhets-RONE
Diction Modhets-RONE
UsageHezron
Part of speechn-pr-m n-pr-loc

ଆଦି ପୁସ୍ତକ 46:9
ରୂବନଙ୍କେର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମି।

ଆଦି ପୁସ୍ତକ 46:12
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

ଯାତ୍ରା ପୁସ୍ତକ 6:14
ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।

ଗଣନା ପୁସ୍ତକ 26:6
ହିଷ୍ରୋଣଠାରୁ ହିଷ୍ରୋଣୀଯ ପରିବାର; କର୍ମ୍ମୀଠାରୁ କର୍ମ୍ମୀଯ ପରିବାର।

ଗଣନା ପୁସ୍ତକ 26:21
ଏହି ସକଳ ସନ୍ତାନଗଣ ହେଲେ ପରେସ ଗୋଷ୍ଠୀ:ହିଷ୍ରୋଣଠାରୁ ହିଷ୍ରୋଣୀଯ ଗୋଷ୍ଠୀ; ହାମୂଲଠାରୁ ହାମୂଲୀଯ ଗୋଷ୍ଠୀ।

ଯିହୋଶୂୟ 15:3
ଏହି ସୀମା ଦକ୍ଷିଣ ଦିଗର ଅନ୍ତ୍ରଦ୍ଦୀମ ଘାଟି ଦଇେ ସିନ୍ ପର୍ୟ୍ଯନ୍ତ ଗଲା। ପକ୍ସ୍ଟଣି ଦକ୍ଷିଣ ରେ କାଦେଶ ବର୍ଣ୍ଣଯେ ପର୍ୟ୍ଯନ୍ତ ଉପରକକ୍ସ୍ଟ ଉଠିଲା ତହିଁ ହିଷ୍ରୋଣ ଦଇେ ଅଦ୍ଦର ଉପରକକ୍ସ୍ଟ ଉଠି କର୍କ୍କା ପର୍ୟ୍ଯନ୍ତ ବକ୍ସ୍ଟଲିକରି ଗଲା।

ଯିହୋଶୂୟ 15:25
ହାତସୋର-ହଦତ୍ତା, କରିଯୋଥ-ହିଷ୍ରୋଣ,

ରୂତର ବିବରଣ 4:18
ପରେସର ବଂଶାବଳୀ ଏହି ପ୍ରକାର, ପରେସର ପକ୍ସ୍ଟତ୍ର ହିଷ୍ରୋଣ,

ରୂତର ବିବରଣ 4:19
ହିଷ୍ରୋଣର ପକ୍ସ୍ଟତ୍ର ଅରାମ ଓ ଅରାମର ପକ୍ସ୍ଟତ୍ର ଅମ୍ମୀନାଦବ,

ପ୍ରଥମ ବଂଶାବଳୀ 2:5
ପରେସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்