Base Word
אָחוֹת
Short Definitiona sister (used very widely [like H0251], literally and figuratively)
Long Definitionsister
Derivationirregular feminine of H0251
International Phonetic Alphabetʔɔːˈħot̪
IPA modʔɑːˈχo̞wt
Syllableʾāḥôt
Dictionaw-HOTE
Diction Modah-HOTE
Usage(an-)other, sister, together
Part of speechn-f

ଆଦି ପୁସ୍ତକ 4:22
ସିଲ୍ଲାର ଗର୍ଭରୁ ତୁବଲ-କଯିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କଯିନର ନଯମା ନାମ୍ନୀ ଏକ ଭଉଣୀ ଥିଲା।

ଆଦି ପୁସ୍ତକ 12:13
ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମାରେ ଭଉଣୀ ବୋଲି। ସେଥିପାଇଁ ସମାନେେ ମାେତେ ଦୟା ଦଖାଇବେେ। ଏହି ପ୍ରକା ରେ ତୁମ୍ଭେ ମାରେ ପ୍ରାଣକୁ ରକ୍ଷା କରିପାରିବ।

ଆଦି ପୁସ୍ତକ 12:19
ତୁମ୍ଭେ କହିଲ ଯେ, ' ସେ ତୁମ୍ଭର ଭଉଣୀ ଥିଲା।' ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମାରେ ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫରୋଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫରେିୟାଅ।

ଆଦି ପୁସ୍ତକ 20:2
ଯେତବେେଳେ ଗରାର ରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାର ରାଜା ଅବିମଲେକ୍ ଏକଥା ଶୁଣିଲେ। ଅବିମଲକେ ସାହାଙ୍କୁ ଚାହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତକେ ଦାସକୁ ପଠାଇଲେ।

ଆଦି ପୁସ୍ତକ 20:5
ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।

ଆଦି ପୁସ୍ତକ 20:12
ସେ ମାରେ ସ୍ତ୍ରୀ, କିନ୍ତୁ ସେ ମଧ୍ଯ ମାରେ ଭଉଣୀ। ସେ ହେଉଛନ୍ତି ମାେ ବାପାଙ୍କର ଏକ ଝିଅ। କିନ୍ତୁ ସେ ମାେ ମାର ଝିଅ ନୁହେଁ।

ଆଦି ପୁସ୍ତକ 24:30
ସେ କୂଅ ପାଖକୁ ଦୌଡ଼ିଗଲା। ଏବଂ ସହେିଠା ରେ ସହେିଲୋକ ଜଣକ ସହେି ଓଟମାନଙ୍କୁ ଧରି ସହେି କୂପ ପାଖ ରେ ଠିଆ ହାଇେଥିଲା।

ଆଦି ପୁସ୍ତକ 24:30
ସେ କୂଅ ପାଖକୁ ଦୌଡ଼ିଗଲା। ଏବଂ ସହେିଠା ରେ ସହେିଲୋକ ଜଣକ ସହେି ଓଟମାନଙ୍କୁ ଧରି ସହେି କୂପ ପାଖ ରେ ଠିଆ ହାଇେଥିଲା।

ଆଦି ପୁସ୍ତକ 24:59
ତେଣୁ ସମାନେେ ଅବ୍ରହାମଙ୍କର ଭୃତ୍ଯ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସବେୀକା ମଧ୍ଯ ତାଙ୍କ ସହିତ ଗଲା।

ଆଦି ପୁସ୍ତକ 24:60
ଯେତବେେଳେ ରିବିକା ସହେି ସ୍ଥାନ ଛାଡ଼ିଲା ସମାନେେ ତାଙ୍କୁ ଆଶୀର୍ବାଦ କରି କହିଲେ,

Occurences : 114

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்