Base Word
חֲסַף
Short Definitiona clod
Long Definitionclay, potsherd
Derivationfrom a root corresponding to that of H2636
International Phonetic Alphabetħə̆ˈsɑp
IPA modχə̆ˈsɑf
Syllableḥăsap
Dictionhuh-SAHP
Diction Modhuh-SAHF
Usageclay
Part of speechn-m

ଦାନିଏଲ 2:33
ତାହାର ଗୋଡଗୁଡିକ ଲୌହ ରେ ନିର୍ମିତ ହାଇେଥିଲା ଓ ପାଦର କିଛି ଅଂଶ ଲୌହ ରେ ଓ କିଛି ଅଂଶ ମୃତ୍ତିକା ରେ ତିଆରି ହାଇେଥିଲା।

ଦାନିଏଲ 2:34
ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହାଇନେଥିବା ଏକ ପ୍ରସ୍ତର ଶୂନ୍ଯ ରେ ଉଡିଆସି ସହେି ପ୍ରତିମାର ଲୌହ ଓ ମୃତ୍ତିକାମଯ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା।

ଦାନିଏଲ 2:35
ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ଓ ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ଓ ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।

ଦାନିଏଲ 2:41
ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମଯ ଓ ଆଂଶିକ ମୃତ୍ତିକାମଯ ଥିଲା। ସହେିପରି ସେ ରାଜ୍ଯ ବିଭକ୍ତ ହବେ। ମାତ୍ର ତହିଁରେ ଲୌହର ଦୃଢତା ରହିବ କାରଣ କର୍ଦ୍ଦମ ରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।

ଦାନିଏଲ 2:41
ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମଯ ଓ ଆଂଶିକ ମୃତ୍ତିକାମଯ ଥିଲା। ସହେିପରି ସେ ରାଜ୍ଯ ବିଭକ୍ତ ହବେ। ମାତ୍ର ତହିଁରେ ଲୌହର ଦୃଢତା ରହିବ କାରଣ କର୍ଦ୍ଦମ ରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।

ଦାନିଏଲ 2:42
ଯେପରି ପାଦର ଅଙ୍ଗୁଳିସବୁ କିଛି ଲୌହମଯ ଓ କିଛି ମୃର୍ତ୍ତିକାମଯ ଥିଲା, ସହେିପରି ରାଜ୍ଯର ଏକ ଅଂଶ ସୁଦୃଢ ଓ ଅନ୍ୟ ଅଂଶ ଦୁର୍ବଳ ହବେ।

ଦାନିଏଲ 2:43
କିନ୍ତୁ ଲୌହ ଯେପରି ମୃତ୍ତିକା ରେ ସମ୍ପୁର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସହେିପରି ରାଜ୍ଯଗୁଡିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରୀତ ହାଇପୋରିବେ ନାହିଁ।

ଦାନିଏଲ 2:43
କିନ୍ତୁ ଲୌହ ଯେପରି ମୃତ୍ତିକା ରେ ସମ୍ପୁର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସହେିପରି ରାଜ୍ଯଗୁଡିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରୀତ ହାଇପୋରିବେ ନାହିଁ।

ଦାନିଏଲ 2:45
ଏବଂ ଆପଣ ସ୍ବପ୍ନ ରେ ଦେଖିଲେ କୌଣସି ଲୋକଦ୍ବାରା ଛଦେିତ ହାଇେ ନଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସହେି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୁର୍ଣ୍ଣ କଲା। ତେଣୁ ଯାହା ଏହାପ ରେ ଘଟିବ ତାହା ମହାନ୍ ପରମେଶ୍ବର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ବପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ଯ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்