Base Word
חָנֵף
Short Definitionsoiled (i.e., with sin), impious
Long Definitionhypocritical, godless, profane, hypocrite, irreligious
Derivationfrom H2610
International Phonetic Alphabetħɔːˈn̪ep
IPA modχɑːˈnef
Syllableḥānēp
Dictionhaw-NAPE
Diction Modha-NAFE
Usagehypocrite(-ical)
Part of speecha

ଆୟୁବ ପୁସ୍ତକ 8:13
ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।

ଆୟୁବ ପୁସ୍ତକ 13:16
ଯଦି ପରମେଶ୍ବର ମାେତେ ମୁକ୍ତି ପ୍ରଦାନ କରନ୍ତି, ଏହା କବଳେ ମାରେ ସାହସିକ ବକ୍ତବ୍ଯ ପାଇଁ। କୌଣସି ଦୁଷ୍ଟ ବ୍ଯକ୍ତି କବେେ ପରମେଶ୍ବରଙ୍କ ସମ୍ମୁଖକୁ ଆସିବାକୁ ସାହାସ କରିବେ ନାହିଁ।

ଆୟୁବ ପୁସ୍ତକ 15:34
କାହିଁକି ? କାରଣ ମନୁଷ୍ଯଗଣ ପରମେଶ୍ବରଙ୍କ ବିନା କିଛି ନୁହଁନ୍ତି। ଯେଉଁ ଲୋକମାନଙ୍କ ପାଖ ରେ ପଇସା ଥାଏ ସମାନେେ ଲାଞ୍ଚ ନିଅନ୍ତି।

ଆୟୁବ ପୁସ୍ତକ 17:8
ଭାଇ ଲୋକମାନେ ଏ ବିଷଯ ରେ ସ୍ତମ୍ଭିତ ହାଇେଛନ୍ତି। ନିରୀହ ଲୋକମାନେ ସହେିମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି, ଯେଉଁମାନେ ପରମେଶ୍ବରଙ୍କୁ ଖାତିର୍ କରନ୍ତି ନାହିଁ।

ଆୟୁବ ପୁସ୍ତକ 20:5
ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

ଆୟୁବ ପୁସ୍ତକ 27:8
ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।

ଆୟୁବ ପୁସ୍ତକ 34:30
ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି, ତା' ହେଲେ ପରମେଶ୍ବର ସହେି ବ୍ଯକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।

ଆୟୁବ ପୁସ୍ତକ 36:13
ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।

ଗୀତସଂହିତା 35:16
ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।

ହିତୋପଦେଶ 11:9
ଜଣେ ଦୁଷ୍ଟ ମନୁଷ୍ଯ ତା'ର କୁବାକ୍ଯଗୁଡ଼ିକରେ ତା'ର କୁମୁଖ ରେ ପ୍ରତିବେଶୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସମାନଙ୍କେର ଜ୍ଞାନର ସହିତ ସମାନଙ୍କେୁ ରକ୍ଷା କରନ୍ତି।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்