Base Word
חֲנֻכָּה
Short Definitioninitiation, i.e., consecration
Long Definitiondedication, consecration
Derivationfrom H2596
International Phonetic Alphabetħə̆.n̪uk̚ˈkɔː
IPA modχə̆.nuˈkɑː
Syllableḥănukkâ
Dictionhuh-nook-KAW
Diction Modhuh-noo-KA
Usagededicating(-tion)
Part of speechn-f

ଗଣନା ପୁସ୍ତକ 7:10
ଅଧିପତି ଗଣ ମଧ୍ଯ ଦାନ କଲେ, ଯେତବେେଳେ ମାଶାେ ୟଜ୍ଞବଦେୀ ଉତ୍ସର୍ଗ କଲେ ଅର୍ଥାତ୍ ସହେି ଅଧିପତିଗଣ ବଦେି ସମ୍ମୁଖ ରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।

ଗଣନା ପୁସ୍ତକ 7:11
ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରେତ୍ୟକକ ଅଧିପତି ଆପଣା ଆପଣା ଦିନ ରେ ବଦେିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।

ଗଣନା ପୁସ୍ତକ 7:84
ତହୁଁ ଏହିସବୁ ଦ୍ରବ୍ଯ ବଦେିର ଅଭିଷକେ ଦିନ, ଇଶ୍ରାୟେଲ ଅଧିପତିଗଣ ଦ୍ବାରା ଦତ୍ତ ହାଇେଥିଲା। ଯଥା:

ଗଣନା ପୁସ୍ତକ 7:88
ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାଯ ଚବିଶ ଗୋରୁ, ଷାଠିଏ ମଷେ, ଷାଠିଏ ଛାଗ ଓ ଏକବର୍ଷୀଯ ଷାଠିଏ ମଷେବତ୍ସ ଅଧିପତିମାନେ ଉପହାର ଦେଲେ, ମାଶାେ ୟଜ୍ଞବଦେୀକୁ ପ୍ରତିଷ୍ଠା କଲାପରେ ଏହିସବୁ ଉପହାର ଦିଆଗଲା।

ଦିତୀୟ ବଂଶାବଳୀ 7:9
ଅଷ୍ଟମ ଦିନ ରେ ସମାନେେ ଏକ ପବିତ୍ର ସଭା କଲେ, କାରଣ ସମାନେେ ସାତଦିନ ୟଜ୍ଞବଦେୀକୁ ଉତ୍ସର୍ଗ କରିବା ରେ କଟାଇଲେ। ଆଉ ସମାନେେ ସାତଦିନ ପର୍ୟ୍ଯନ୍ତ ଭୋଜି ଉତ୍ସବ ପାଳନ କଲେ।

ନିହିମିୟା 12:27
ଏହାପରେ ୟିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନବେଲ ଓ ବୀଣା ବଜାଇ ଧନ୍ଯବାଦ ଓ ଗାନ ସହିତ ଆନନ୍ଦ ରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲବେୀୟମାନଙ୍କୁ ୟିରୁଶାଲମକୁ ଆଣିବା ନିମନ୍ତେ ସମାନଙ୍କେ ସବୁ ସ୍ଥାନ ରେ ସମାନଙ୍କେୁ ଅନ୍ବଷେଣ କଲେ।

ନିହିମିୟା 12:27
ଏହାପରେ ୟିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନବେଲ ଓ ବୀଣା ବଜାଇ ଧନ୍ଯବାଦ ଓ ଗାନ ସହିତ ଆନନ୍ଦ ରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲବେୀୟମାନଙ୍କୁ ୟିରୁଶାଲମକୁ ଆଣିବା ନିମନ୍ତେ ସମାନଙ୍କେ ସବୁ ସ୍ଥାନ ରେ ସମାନଙ୍କେୁ ଅନ୍ବଷେଣ କଲେ।

ଗୀତସଂହିତା 30:0

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்