Base Word
חֲנִית
Short Definitiona lance (for thrusting, like pitching a tent)
Long Definitionspear
Derivationfrom H2583
International Phonetic Alphabetħə̆ˈn̪ɪi̯t̪
IPA modχə̆ˈniːt
Syllableḥănît
Dictionhuh-NEET
Diction Modhuh-NEET
Usagejavelin, spear
Part of speechn-f

ପ୍ରଥମ ଶାମୁୟେଲ 13:19
କୌଣସି ଇଶ୍ରାୟେଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇଶ୍ରାୟେଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନଥିଲେ ସମାନଙ୍କେର ଭୟଥିଲା ଏହାଦ୍ବାରା ଇଶ୍ରାୟେଲୀୟମାନେ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିପାରିବେ।

ପ୍ରଥମ ଶାମୁୟେଲ 13:22
ଏଣୁ ୟକ୍ସ୍ଟଦ୍ଧ ସମୟରେ କୌଣସି ଇଶ୍ରାୟେଲୀୟଙ୍କ ପାଖ ରେ ଖଡ୍ଗ କିମ୍ବା ବର୍ଚ୍ଛା ନ ଥିଲା, କବଳେ ଶାଉଲ ଏବଂ ତାଙ୍କ ପକ୍ସ୍ଟତ୍ର ଯୋନାଥନଙ୍କ ପାଖ ରେ ଲୌହ ଅସ୍ତ୍ର ଥିଲା।

ପ୍ରଥମ ଶାମୁୟେଲ 17:7
ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।

ପ୍ରଥମ ଶାମୁୟେଲ 17:7
ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।

ପ୍ରଥମ ଶାମୁୟେଲ 17:45
ଦାଉଦ ଗଲିଯାତକକ୍ସ୍ଟ କହିଲା, ତୁମ୍ଭେ ଖଡ୍ଗ ବର୍ଚ୍ଛା ଓ ଶଲ୍ଯ ଘନେି ମାେ ପାଖକକ୍ସ୍ଟ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କକ୍ସ୍ଟ ତକ୍ସ୍ଟଚ୍ଛ କରିଅଛ ସଗେି ଇଶ୍ରାୟେଲର ସୈନ୍ଯବାହିନୀର ପରମେଶ୍ବର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ମଁ ଆସକ୍ସ୍ଟଅଛି।

ପ୍ରଥମ ଶାମୁୟେଲ 17:47
ଏଠା ରେ ରକ୍ସ୍ଟଣ୍ତ ହାଇେଥିବା ସବୁ ଲୋକମାନେ ଜାଣିବେ, ଯେ ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛାଦ୍ବାରା ରକ୍ଷା କରନ୍ତି ନାହିଁ, କାରଣ ଏହି ୟକ୍ସ୍ଟଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ରେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।

ପ୍ରଥମ ଶାମୁୟେଲ 18:10
ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।

ପ୍ରଥମ ଶାମୁୟେଲ 18:11
ତେଣୁ ଶାଉଲ ବର୍ଚ୍ଛା ଫିଙ୍ଗିଲେ, କାରଣ ସେ ଭାବିଲେ, ମୁ ଦାଉଦକକ୍ସ୍ଟ କାନ୍ଥ ରେ ଫୋଡିବି। ମାତ୍ର ଦାଉଦ ତାଙ୍କ ନିକଟରକ୍ସ୍ଟ ଦକ୍ସ୍ଟଇଥର ଘକ୍ସ୍ଟଞ୍ଚିଗଲେ।

ପ୍ରଥମ ଶାମୁୟେଲ 19:9
କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକକ୍ସ୍ଟ ଆସିଲା। ଶାଉଲ ତାଙ୍କ ନିଜ ଗୃହ ରେ ବସିଥିଲେ। ଶାଉଲ ହାତ ରେ ବର୍ଚ୍ଛା ଧରିଥିଲେ। ଦାଉଦ ଆପଣା ହସ୍ତ ରେ ବାଦ୍ଯ ବଜାଉ ଥିଲେ।

ପ୍ରଥମ ଶାମୁୟେଲ 19:10
ଶାଉଲ ବର୍ଚ୍ଛା ରେ ଦାଉଦଙ୍କକ୍ସ୍ଟ କାନ୍ଥ ରେ ଫୋଡି ପକାଇବାକକ୍ସ୍ଟ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଘକ୍ସ୍ଟଞ୍ଚି ୟିବାରକ୍ସ୍ଟ ବର୍ଚ୍ଛା କାନ୍ଥ ରେ ଫୋଡି ହାଇଗେଲା। ସହେି ରାତ୍ରି ରେ ଦାଉଦ ପଳାଯନ କଲେ।

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்