Base Word
חָנָה
Short Definitionproperly, to incline; by implication, to decline (of the slanting rays of evening); specifically, to pitch a tent; generally to encamp (for abode or siege)
Long Definitionto decline, incline, encamp, bend down, lay siege against
Derivationa primitive root (compare H2603)
International Phonetic Alphabetħɔːˈn̪ɔː
IPA modχɑːˈnɑː
Syllableḥānâ
Dictionhaw-NAW
Diction Modha-NA
Usageabide (in tents), camp, dwell, encamp, grow to an end, lie, pitch (tent), rest in tent
Part of speechv

ଆଦି ପୁସ୍ତକ 26:17
ତେଣୁ ସହେି ସ୍ଥାନ ପିରତ୍ଯାଗ କରି ଗରାର େଛାଟ ନଦୀ ନିକଟରେ ଛାଉଣୀ ପକାଇଲେ। ଇସ୍ହାକ ସହେିଠା ରେ ରହି ବାସ କଲେ।

ଆଦି ପୁସ୍ତକ 33:18
ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।

ଯାତ୍ରା ପୁସ୍ତକ 13:20
ଇଶ୍ରାୟେଲର ଲୋକମାନେ ସୁକ୍କୋତଠାରୁ ଛାଡ଼ି ଏଥମ ରେ ଛାଉଣୀ ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା।

ଯାତ୍ରା ପୁସ୍ତକ 14:2
ଇଶ୍ରାୟେଲର ଲୋକମାନଙ୍କୁ କୁହ, ସମାନେେ ପୀହହୀରୋତକୁ ଫରେି ୟାଆନ୍ତୁ ଏବଂ ସାମନା ରେ ଛାଉଣୀ ପକାନ୍ତୁ। ସମାନଙ୍କେୁ କୁହ, ସମାନେେ ମିଗ୍ଦୋଲ ଓ ସମୁଦ୍ର ମଧିଅରେ ଏବଂ ବାଲ୍ସଫୋନ୍ ଆଗ ରେ ଛାଉଣୀ ସ୍ଥାପନ କରନ୍ତୁ।

ଯାତ୍ରା ପୁସ୍ତକ 14:2
ଇଶ୍ରାୟେଲର ଲୋକମାନଙ୍କୁ କୁହ, ସମାନେେ ପୀହହୀରୋତକୁ ଫରେି ୟାଆନ୍ତୁ ଏବଂ ସାମନା ରେ ଛାଉଣୀ ପକାନ୍ତୁ। ସମାନଙ୍କେୁ କୁହ, ସମାନେେ ମିଗ୍ଦୋଲ ଓ ସମୁଦ୍ର ମଧିଅରେ ଏବଂ ବାଲ୍ସଫୋନ୍ ଆଗ ରେ ଛାଉଣୀ ସ୍ଥାପନ କରନ୍ତୁ।

ଯାତ୍ରା ପୁସ୍ତକ 14:9
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ବ, ରଥ, ତାଙ୍କର ରଥା ରୋହୀ ଏବଂ ତାଙ୍କର ସୈନ୍ଯ ସମାନଙ୍କେୁ ଗୋଡ଼ାଇଲେ ଆବଂ ସମୁଦ୍ର ପାଖ ରେ ବାଲ-ସଫୋନ ଆଡକୁ ମୁଖ କରିଥିବା ପୀହହୀରୋତ ଛାଉଣୀ ନିକଟରେ ଭଟେିଲେ।

ଯାତ୍ରା ପୁସ୍ତକ 15:27
ଏହାପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠା ରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସହେିଠା ରେ ପାଣି ପାଖ ରେ ଛାଉଣୀ ସ୍ଥାପନ କଲେ।

ଯାତ୍ରା ପୁସ୍ତକ 17:1
ଇଶ୍ରାୟେଲର ସମସ୍ତ ସମାଜ ଏକତ୍ରୀତ ହାଇେ ସୀନଯ ମରୁଭୂମିରୁ ୟାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସମାନେେ ରଫୀଦୀମ ରେ ଛାଉଣୀ ସ୍ଥପନ କଲେ ଏବଂ ସଠାେରେ ଲୋକମାନଙ୍କ ପାଇଁ ପିଇବା ପାଣି ନଥିଲା।

ଯାତ୍ରା ପୁସ୍ତକ 18:5
ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ, ମାଶାଙ୍କେର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସହେି ସମୟରେ ମାଶାେ ପରମେଶ୍ବରଙ୍କର ପର୍ବତ ନିକଟରେ ଛାଉଣୀ ପକାଇଥିଲେ।

ଯାତ୍ରା ପୁସ୍ତକ 19:2
ସମାନେେ ରଫୀଦୀମଠାରୁ ୟାଇ ସୀନଯ ମରୁଭୂମିରେ ପହଁଞ୍ଚିଲେ ଓ ସମାନେେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।

Occurences : 143

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்