Base Word
חַמָּן
Short Definitiona sun-pillar
Long Definitionincense altar, sun-pillar, idol, image
Derivationfrom H2535
International Phonetic Alphabetħɑmˈmɔːn̪
IPA modχɑˈmɑːn
Syllableḥammān
Dictionhahm-MAWN
Diction Modha-MAHN
Usageidol, image
Part of speechn-m

ଲେବୀୟ ପୁସ୍ତକ 26:30
ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ୟ୍ଯ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣଙ୍କ ଦହେ ଉପରେ ତୁମ୍ଭମାନଙ୍କ ମୃତଦହେ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।

ଦିତୀୟ ବଂଶାବଳୀ 14:5
ଆସା ଆହୁରି ମଧ୍ଯ ଯିହୁଦାର ସମସ୍ତ ସହରଗୁଡ଼ିକରେ ଥିବା ଉଚ୍ଚସ୍ଥାନ ଓ ସୁଗନ୍ଧି ଧୂପର ବଦେୀଗୁଡ଼ିକ ଧ୍ବଂସ କରି ଦେଲେ। ତେଣୁ ଆସା ରାଜା ଥିବା ସମୟରେ ରାଜ୍ଯ ରେ ଶାନ୍ତି ରହିଲା।

ଦିତୀୟ ବଂଶାବଳୀ 34:4
ଲୋକମାନେ ବାଲ୍ ଦବେତାର ୟଜ୍ଞବଦେୀସବୁ ଭାଙ୍ଗି ପକାଇଲେ। ସମାନେେ ଯୋଶିୟଙ୍କ ଉପସ୍ଥିତି ରେ ଏହା କଲେ। ଏହାପରେ ଯୋଶିୟଯ ଲୋକମାନଙ୍କ ସମ୍ମୁଖ ରେ ଦଣ୍ଡାଯମାନ ଉଚ୍ଚ ସୁଗନ୍ଧିଧୂପର ୟଜ୍ଞବଦେୀ ଭାଙ୍ଗି ପକାଇଲେ। ସେ ଖାଦେିତ ମୂର୍ତ୍ତିସବୁ ଓ ଛାଞ୍ଚ ରେ ଢ଼ଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସହେି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ଏହାପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖ ରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟଯ ସମାନଙ୍କେ କବର ଉପରେ ସହେି ଗୁଣ୍ଡକୁ ସିଞ୍ଚିଲେ।

ଦିତୀୟ ବଂଶାବଳୀ 34:7
ଯୋଶିୟଯ ୟଜ୍ଞବଦେୀ ଓ ଆଶରୋ ସ୍ତମ୍ଭସବୁ ଭାଙ୍ଗି ପକାଇଲେ। ସେ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ସେ ଇଶ୍ରାୟେଲର ସାରା ଦେଶ ରେ ସମସ୍ତ ସୁଗନ୍ଧବଦେୀ ଭାଙ୍ଗି ପକାଇଲେ। ଏହାପରେ ଯୋଶିୟଯ ୟିରୁଶାଲମକୁ ଫରେିଗଲେ।

ଯିଶାଇୟ 17:8
ସମାନେେ ଆପଣା ହସ୍ତକୃତ ୟଜ୍ଞବଦେୀ ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶରୋ ମୂର୍ତ୍ତି ଅବା ସୂର୍ୟ୍ଯ ଦବେତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ।

ଯିଶାଇୟ 27:9
ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।

ଯିହିଜିକଲ 6:4
ଆମ୍ଭେ ତୁମ୍ଭମାନଙ୍କର ହାମବେଳି ନିମନ୍ତେ ଥିବା ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବଦେୀକୁ ମଧ୍ଯ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦବେତାଗଣର ସମ୍ମୁଖ ରେ ଫୋପାଡ଼ି ଦବୋ।

ଯିହିଜିକଲ 6:6
ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆୟିବ ଓ ଉଚ୍ଚସ୍ଥଳୀସବୁ ଧ୍ବଂସ କରାୟିବ। ଯାହା ଫଳ ରେ ତୁମ୍ଭମାନଙ୍କର ୟଜ୍ଞବଦେୀ କବେେ ପୁଣି ବ୍ଯବହାର ହବେ ନାହିଁ ଓ ତାହା ଭଗ୍ନ ହାଇେ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହବେ। ତୁମ୍ଭର ଧୂପବଦେୀ ଭଙ୍ଗାୟିବ ଓ ଦୂର ରେ ମନୁଷ୍ଯ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ଯାନ୍ଯ ବସ୍ତୁସବୁ ତୁମ୍ଭେ ତିଆରି କଲ, ସଗେୁଡ଼ିକ ସମ୍ପୂର୍ଣ୍ଣରୂପେ ଧ୍ବଂସ କରାୟିବ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்