Base Word
חָלַק
Short Definitionto be smooth (figuratively); by implication (as smooth stones were used for lots) to apportion or separate
Long Definitionto divide, share, plunder, allot, apportion, assign
Derivationa primitive root
International Phonetic Alphabetħɔːˈlɑk’
IPA modχɑːˈlɑk
Syllableḥālaq
Dictionhaw-LAHK
Diction Modha-LAHK
Usagedeal, distribute, divide, flatter, give, (have) (im-)part(-ner), take away a portion, receive, separate self, (be) smooth(-er)
Part of speechv
Base Word
חָלַק
Short Definitionto be smooth (figuratively)
Long Definitionto divide, share, plunder, allot, apportion, assign
Derivationa primitive root
International Phonetic Alphabetħɔːˈlɑk’
IPA modχɑːˈlɑk
Syllableḥālaq
Dictionhaw-LAHK
Diction Modha-LAHK
Usagedeal, distribute, divide, flatter, give, (have) (im-)part(-ner), take away a portion, receive, separate self, (be) smooth(-er)
Part of speechv

ଆଦି ପୁସ୍ତକ 14:15
ସହେି ରାତ୍ରି ରେ ସିଏ ଓ ତାଙ୍କର ସୈନ୍ଯମାନେ ସମସ୍ତେ ମିଶି ତାଙ୍କର ଶତୃମାନଙ୍କ ବିରୁଦ୍ଧ ରେ ଅତର୍କିତ ଆକ୍ରମଣ କଲେ। ସମାନେେ ତାଙ୍କୁ ପରାସ୍ତ କରି ତାଙ୍କୁ ଗୋଡ଼ଇେ ଗୋଡ଼ଇେ ଦମ୍ମସକରେ ଉତ୍ତର ସ୍ଥିତ ହାବୋ ପର୍ୟ୍ଯନ୍ତ ଗୋଡ଼ାଇଲେ।

ଆଦି ପୁସ୍ତକ 49:7
ସମାନଙ୍କେ କୋରଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସମାନଙ୍କେ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧିଅରେ ସମାନଙ୍କେୁ ବିଭାଗ କରିବି। ଏବଂ ଇଶ୍ରାୟେଲ ମଧିଅରେ ଛିନ୍ନ ଭିନ୍ନ କରିବି।

ଆଦି ପୁସ୍ତକ 49:27
ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।

ଯାତ୍ରା ପୁସ୍ତକ 15:9
ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ଗଣନା ପୁସ୍ତକ 26:53
ନାମ ସଂଖ୍ଯା ଅନୁସାରେ ସମାନଙ୍କେ ମଧିଅରେ ଅଧିକାର ପାଇଁ ଦେଶ ବିଭକ୍ତ ହବେ।

ଗଣନା ପୁସ୍ତକ 26:55
ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।

ଗଣନା ପୁସ୍ତକ 26:56
ଉଭୟ େଛାଟ ଓ ବଡ ଗୋଷ୍ଠୀଗଣ ଲୋକସଂଖ୍ଯା ଅନୁସାରେ ଗୁଳାବାଣ୍ଟ କରି ସମାନଙ୍କେର ଭୂମି ନିର୍ଦ୍ଧାରଣ କରାୟିବା ଉଚିତ୍।

ଦିତୀୟ ବିବରଣ 4:19
ଏପରି ସାବଧାନ ହକ୍ସ୍ଟଅ, ଯେତବେେଳେ ତୁମ୍ଭମାନେେ ସୂର୍ୟ୍ଯ,ଚନ୍ଦ୍ର, ତାରାଗଣଙ୍କକ୍ସ୍ଟ ଆକାଶ ରେ ଦେଖ। ତୁମ୍ଭମାନେେ ସମାନଙ୍କେୁ ବି ମାହେିତ ହାଇେ ପ୍ରଣାମ କରିବା ଓ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।

ଦିତୀୟ ବିବରଣ 29:26
ଯେଉଁ ଦବେତାମାନଙ୍କୁ ସମାନେେ ଜାଣି ନଥିଲେ ଓ ସେ ସମାନଙ୍କେୁ ନଇେ ନଥିଲେ, ସମାନେେ ୟାଇ ସହେି ଅନ୍ୟ ଦବେତାଗଣର ପୂଜା କଲେ ଓ ସମାନଙ୍କେର ସବୋ କଲେ।

ଯିହୋଶୂୟ 13:7
ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକକ୍ସ୍ଟ ଓ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ଏହି ଭୂମି ବଣ୍ଟନ କରିଦିଅ।

Occurences : 65

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்