Base Word
חָכַם
Short Definitionto be wise (in mind, word or act)
Long Definitionto be wise
Derivationa primitive root
International Phonetic Alphabetħɔːˈkɑm
IPA modχɑːˈχɑm
Syllableḥākam
Dictionhaw-KAHM
Diction Modha-HAHM
Usage× exceeding, teach wisdom, be (make self, shew self) wise, deal (never so) wisely, make wiser
Part of speechv

ଯାତ୍ରା ପୁସ୍ତକ 1:10
ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।

ଦିତୀୟ ବିବରଣ 32:29
ଯଦି ସମାନେେ ବକ୍ସ୍ଟଦ୍ଧିଆ ହୁଅନ୍ତେ ସମାନେେ ବକ୍ସ୍ଟଝିପାରନ୍ତେ, ସମାନେେ ଜାଣିପାରନ୍ତେ କ'ଣ ଘଟିବାକକ୍ସ୍ଟ ଯାଉଛି ସମାନଙ୍କେ ପାଇଁ।

ପ୍ରଥମ ରାଜାବଳୀ 4:31
ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ସେ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାଯୀଯ ଏଥନ୍ ଓ ମାହୋଲର ପୁତ୍ର ହମେନ୍ ଓ କଲ୍କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ୟଶ ସମସ୍ତ ଦେଶର ଗ୍ଭରିଆଡେ ବ୍ଯାପିଗଲା।

ଆୟୁବ ପୁସ୍ତକ 32:9
ବଯସ୍କ ଲୋକମାନେ କବଳେ ଜ୍ଞାନୀ ନୁହଁନ୍ତି, ଏହା ନୁହେଁ ଯେ କବଳେ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।

ଆୟୁବ ପୁସ୍ତକ 35:11
ପରମେଶ୍ବର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାଁନ୍ତି ?'

ଗୀତସଂହିତା 19:7
ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।

ଗୀତସଂହିତା 58:5
ସାପୁଆକଳୋମାନଙ୍କର ବାଦ୍ଯ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। ଆଉ ସହେି ମନ୍ଦ ଲୋକମାନେ ସହେିପରି, ଯେତବେେଳେ ସମାନେେ ସମାନଙ୍କେର ମନ୍ଦ ଯୋଜନା କରନ୍ତି।

ଗୀତସଂହିତା 105:22
ୟୋଷଫେ ଅନ୍ୟ କାର୍ୟ୍ଯକାରୀତାମାନଙ୍କୁ ନିର୍ଦ୍ଦଶେ ଦେଲେ, ୟପରେି ସେ ମଲେ। ୟୋଷଫେ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।

ଗୀତସଂହିତା 119:98
ତୁମ୍ଭର ନିର୍ଦ୍ଦେଶ ମାେତେ ମାରେ ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି। ତୁମ୍ଭର ନିଯମ ସର୍ବଦା ମାେ ସହିତ ଅଛି।

ହିତୋପଦେଶ 6:6
ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।

Occurences : 27

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்