Base Word
חֵיל
Short Definitionan army; also (by analogy,) an intrenchment
Long Definitionrampart, fortress, wall
Derivationor (shortened) חֵל; a collateral form of H2428
International Phonetic Alphabetħei̯l
IPA modχei̯l
Syllableḥêl
Dictionhale
Diction Modhale
Usagearmy, bulwark, host, + poor, rampart, trench, wall
Part of speechn-m

ଦିତୀୟ ଶାମୁୟେଲ 20:15
ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥମାଖାସ୍ଥୀତ ଆବଲେ ରେ ତାଙ୍କୁ ରକ୍ସ୍ଟଦ୍ଧ କଲେ ଓ ନଗର ନିକଟରେ ଏକ ତିପି ପ୍ରସ୍ତକ୍ସ୍ଟତ କଲେ। ତାହା ଗଡପାଚରେୀ ପାଖ ରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚରେୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକକ୍ସ୍ଟ ଲାଗିଲେ।

ପ୍ରଥମ ରାଜାବଳୀ 21:23
ଆଉ ସଦାପ୍ରଭୁ କହିଲେ, 'ତୁମ୍ଭର ପତ୍ନୀ ଈଷବଲରେ ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ୟିଷ୍ରିଯଲେ ନଗରର କୁକୁରମାନେ ଖାଇବେ।

ଦିତୀୟ ରାଜାବଳୀ 18:17
ଅନନ୍ତର ଅଶୂରର ରାଜା ତାଙ୍କ ତିନିଜଣ ମୁଖ୍ଯ ସନୋଧକ୍ଷ୍ଯ ତର୍ତ୍ତନ, ରବସାରୀସ୍, ଓ ରବ୍ଶାକିଙ୍କୁ ମହାସୈନ୍ଯ ସହିତ ୟିରୁଶାଲମ ରେ ହିଜକିଯ ରାଜା ନିକଟକୁ ପଠାଇଲେ। ତହୁଁ ସମାନେେ ଲଖୀସରୁ ୟାତ୍ରା କରି ୟିରୁଶାଲମକୁ ଆସିଲେ। ସମାନେେ ସଠାେରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।

ଗୀତସଂହିତା 122:7
ମୁଁ ଆଶାକରେ ସଠାେରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ। ମୁଁ ଆଶା କରେ ୟେ, ତୁମ୍ଭର ବିରାଟ ରାଜ ପ୍ରାସାଦରେ ନିରାପଦ ହେଉ।

ଯିଶାଇୟ 26:1
ସଦେିନ, ଯିହୁଦା ଦେଶ ରେ ଏହି ଗୀତ ଗାନ କରାୟିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ ନଗର ତିଆରି କରିବେ।

ଯିଶାଇୟ 36:2
ଅଶୂରର ରାଜା ସନ୍ ହରେୀବ ତାଙ୍କର ସନୋଧ୍ଯକ୍ଷଙ୍କୁ ଏକ ବିଶାଳ ସୈନ୍ଯବାହିନୀ ଦଇେ ଲାଖୀଶଠାରୁ ୟିରୁଶାଲମକୁ ହିଜକିଯ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାକ ନିକଟରେ ଠିଆ ହେଲା।

ଯିରିମିୟଙ୍କ ବିଳାପ 2:8
ସଦାପ୍ରଭୁ ସିୟୋନ କନ୍ଯାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାଁନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସମାନେେ ଏକାବଳେକେ ନିସ୍ତଜେ ହାଇେଛନ୍ତି।

ଓବଦିୟ 1:20
ଇଶ୍ରାୟେଲର ଲୋକମାନେ ସମାନଙ୍କେର ଗୃହ ପରିତ୍ଯାଗ କରିବାକୁ ବାଧ୍ଯ ହାଇେଥିଲେ। କିନ୍ତୁ ସହେି ଲୋକମାନେ ସାରିଫତ୍ର ବାଟରେ ଥିବା କନାନୀଯ ରାଜ୍ଯକୁ ଅଧିକାର କରିବେ। ଯିହୁଦାର ଲୋକମାନେ ୟିରୁଶାଲମ ଛାଡିବାକୁ ବାଧ୍ଯ ହାଇେଥିଲେ ଏବଂ ସଫାରଦ ରେ ବାସ କଲେ। କିନ୍ତୁ ସମାନେେ ଦକ୍ଷିଣର ନଗରଗୁଡିକୁ ଅଧିକାର କରିବେ।

ନାହୂମ 3:8
ହେ ନୀନିବୀ, ତୁମ୍ଭେ କ'ଣ ନୀଳନଦୀ ଉପ ରେ ଅବସ୍ଥିତ ନୋ-ଆମାନେ ଠାରୁ ଭଲ ରେ ଅଛ? ନା, ତୁମ୍ଭେ ତା'ଠାରୁ ଭଲ ରେ ନାହିଁ। ନୋ-ଆମାନେ ଗ୍ଭରିପାଖ ରେ ଜଳ ଥିଲା। ନୋ-ଆମାନେ ନିଜକୁ ରକ୍ଷା କରିବାକୁ ସହେି ଜଳକୁ ବ୍ଯବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ଯବହାର କରୁଥିଲା।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்