Base Word
חׇזְקָה
Short Definitionvehemence (usually in a bad sense)
Long Definitionforce, might, strength, violence
Derivationfeminine of H2392
International Phonetic Alphabetħod͡zˈk’ɔː
IPA modχozˈkɑː
Syllableḥozqâ
Dictionhohdz-KAW
Diction Modhoze-KA
Usageforce, mightily, repair, sharply
Part of speechn-f

ବିଚାରକର୍ତାମାନଙ୍କ ବିବରଣ 4:3
ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ବିଚାରକର୍ତାମାନଙ୍କ ବିବରଣ 8:1
ଇଫ୍ରଯିମ ଲୋକମାନେ ଗିଦ୍ଦିଯୋନ୍ଙ୍କ ସହିତ କୋରଧ ହେଲେ। ସମାନେେ ଗିଦ୍ଦିୟୋନଙ୍କକ୍ସ୍ଟ ଦେଖିବା ମାତ୍ ରେ ପଚାରିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏପରି କାହିଁକି ବ୍ଯବହାର କଲ? ତୁମ୍ଭେ ମିଦିଯନୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବା ପୂର୍ବରକ୍ସ୍ଟ ଆମକକ୍ସ୍ଟ କହିଲ ନାହିଁ କାହିଁକି?

ପ୍ରଥମ ଶାମୁୟେଲ 2:16
ଏଥି ରେ ଯବେେ ସେ ଲୋକ ତାହାକକ୍ସ୍ଟ କ ହେ, ପ୍ରଥମେ ମଦେ ଦଗ୍ଧ ହବୋକକ୍ସ୍ଟ ଦିଅ, ତା'ପରେ ତୁମ୍ଭେ ଯେତେ ଗ୍ଭହିଁ େସତେ ନିଅ। ତବେେ ସେ ଯାଜକର ସବେକ କହିଥାଏ। ମାତ୍ର ଏହିକ୍ଷଣି ତାହା ମାେତେ ଦବୋକକ୍ସ୍ଟ ହବେ। ଯଦି ତୁମ୍ଭେ ମାେତେ ନଦିଅ, ତାହାହେଲେ ମୁ ଜାରେ କରି ନଇୟିବେି।

ଦିତୀୟ ରାଜାବଳୀ 12:12
ସମାନେେ ମଧ୍ଯ ପ୍ରସ୍ତର କାରିଗର, ପ୍ରସ୍ତରକଟାଳିମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣି ନିମନ୍ତେ ଆବଶ୍ଯକୀଯ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ଯାନ୍ଯ ଦ୍ରବ୍ଯ କିଣିବା ରେ ସହେି ମୁଦ୍ରାକୁ ବ୍ଯବହାର କଲେ।

ଯିହିଜିକଲ 34:4
ଏବଂ ତୁମ୍ଭମାନେେ ଦୁର୍ବଳ ମାନଙ୍କୁ ସବଳ କରି ନାହଁ ଓ ପୀଡିତ ମାନଙ୍କର ଚିକିତ୍ସା କରି ନାହିଁ, ଆହତ ମଷେମାନଙ୍କର କ୍ଷତସ୍ଥାନ ରେ ପଟି ବାନ୍ଧି ନାହଁ। ବିତାଡ଼ିତ ମଷେମାନଙ୍କୁ ଫରୋଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖାଜେିଲ ନାହିଁ। କିନ୍ତୁ ତୁମ୍ଭମାନେେ ବଳ ରେ ଓ ନିଷ୍ଠୁର ଭାବରେ ସମାନଙ୍କେୁ ଶାସନ କରିଅଛ।

ଯୂନସ 3:8
କିନ୍ତୁ ସମସ୍ତ ମନୁଷ୍ଯ ଓ ପ୍ରାଣୀ ମାଟେ ବସ୍ତ୍ର ପରିଧାନ କରିବେ ଏବଂ ସମାନେେ ଦୁଃଖ ପ୍ରକାଶ କରିବେ। ସମାନେେ ଉଚ୍ଚ ସ୍ବର ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବେ। ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ୟ୍ଯ କରିବା ବନ୍ଦ କରିବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்