Base Word
חָזֶה
Short Definitionthe breast (as most seen in front)
Long Definitionbreast (of animals), breast of an animal sacrifice
Derivationfrom H2372
International Phonetic Alphabetħɔːˈd͡zɛ
IPA modχɑːˈzɛ
Syllableḥāze
Dictionhaw-DZEH
Diction Modha-ZEH
Usagebreast
Part of speechn-m

ଯାତ୍ରା ପୁସ୍ତକ 29:26
ହାରୋଣଙ୍କର ଉତ୍ସର୍ଗୀକୃତ ଅଣ୍ଡିରା ମଷେର ଛାତି ନିଅ ଏବଂ ଏହାକୁ ବିଶଷେ ନବୈେଦ୍ଯରୂପେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧର। ଏହା ତୁମ୍ଭର ଅଂଶ ହବେ।

ଯାତ୍ରା ପୁସ୍ତକ 29:27
ଉତ୍ସର୍ଗୀକୃତ ମଷେର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ୍ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ।

ଲେବୀୟ ପୁସ୍ତକ 7:30
ତା'ର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦୋଳନୀଯ ନବୈେଦ୍ଯ ଆଣିବ। ସେ ବକ୍ଷ ଏବଂ ମଦେ ଆଣି ଯାଜକକୁ ଦବୋ ଉଚିତ୍। ସହେି ବକ୍ଷ ତା'ର ଆଗ ରେ ଉଠାୟାଇ ସଦାପ୍ରଭୁଙ୍କୁ ଉପହାର ଦିଆୟିବ।

ଲେବୀୟ ପୁସ୍ତକ 7:30
ତା'ର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦୋଳନୀଯ ନବୈେଦ୍ଯ ଆଣିବ। ସେ ବକ୍ଷ ଏବଂ ମଦେ ଆଣି ଯାଜକକୁ ଦବୋ ଉଚିତ୍। ସହେି ବକ୍ଷ ତା'ର ଆଗ ରେ ଉଠାୟାଇ ସଦାପ୍ରଭୁଙ୍କୁ ଉପହାର ଦିଆୟିବ।

ଲେବୀୟ ପୁସ୍ତକ 7:31
ତା'ପରେ ଯାଜକ ୟଜ୍ଞବଦେୀ ଉପରେ ସହେି ମଦକେୁ ଦଗ୍ଧ କରିବା ଉଚିତ୍। ମାତ୍ର ବକ୍ଷ ହାରୋଣ ଓ ତା'ର ପୁତ୍ରମାନଙ୍କର ହବେ।

ଲେବୀୟ ପୁସ୍ତକ 7:34
ମୁଁ (ସଦାପ୍ରଭୁ) ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯରୁ ବକ୍ଷ ଓ ଚଟୁଆ ନଇେ ଚିରକାଳ ଦଯେ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦଇେଅଛି।

ଲେବୀୟ ପୁସ୍ତକ 8:29
ଆଉ ମାଶାେ ବକ୍ଷ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ। ପଦ ନି ଯୋଗର୍ଥକ ମଷେର ଏହି ଅଂଶ ମାଶାଙ୍କେର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।

ଲେବୀୟ ପୁସ୍ତକ 9:20
ଏହି ସବୁ ମଦେ ସମାନେେ ଗୋରୁ ଓ ମଷେର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବଦେୀ ଉପରେ ଦଗ୍ଧ କଲେ।

ଲେବୀୟ ପୁସ୍ତକ 9:21
ମାଶାଙ୍କେ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖ ରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀଯ ନବୈେଦ୍ଯ ରୂପେ ଦୋଳନ କଲେ।

ଲେବୀୟ ପୁସ୍ତକ 10:14
ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ଯାଗଣ ଝୁଲାୟାଇଥିବା ବକ୍ଷ ଓ ଚଟୁଆ ନଇେ ଏକ ଶୁଚି ସ୍ଥାନ ରେ ଭୋଜନ କରିବ, ଯେ ହତେୁ ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯ ମଧ୍ଯରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ଯ ଅଂଶ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்