Base Word
חוּם
Short Definitionsunburnt or swarthy (blackish)
Long Definitiondark color, darkened, dark brown or black
Derivationfrom an unused root meaning to be warm, i.e., (by implication)
International Phonetic Alphabetħuːm
IPA modχum
Syllableḥûm
Dictionhoom
Diction Modhoom
Usagebrown
Part of speecha

ଆଦି ପୁସ୍ତକ 30:32
ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ଯଦଇେ ୟାଇ ମଷଗେଣ ମଧ୍ଯରୁ ଚିତ୍ର ବଚିତ୍ର ଓ ବିନ୍ଦୁ ଚିହ୍ନିତ ଓ କୃଷ୍ଣବର୍ଣ୍ଣ ମଷେମାନଙ୍କୁ ପୁଣି ଛାଗଳଗଣ ମଧ୍ଯରୁ ବିନ୍ଦୁ ଚିହ୍ନିତ ଓ ଚିତ୍ର ବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସହେି ସବୁ ମାରେ ବର୍ତ୍ତନ ସ୍ବରୁପ ହବେ।

ଆଦି ପୁସ୍ତକ 30:33
ଭବିଷ୍ଯତ ରେ ଯେତବେେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣିପାରିବ। ଯଦି ତୁମ୍ଭେ ମାରେ ମଷେପଲ ଦେଖିବାକୁ ଆସିପାରିବ। ତୁମ୍ଭେ ମାରେ ପଲକୁ ଦିଖିପାର। ଅର୍ଥାତ୍ ଛାଗଳମାନଙ୍କ ମଧିଅରେ ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ଛାଗଳ ଛଡ଼ା ଓ ମଷଗେଣ ମଧିଅରେ କୃଷ୍ଣବର୍ଣ୍ଣ ମଷେ ବ୍ଯତୀତ ଯେତେ ଥିବେ ତାହା ମାହେର ର୍ଚୌୟ୍ଯରୂପେ ଗଣ୍ଯ ହବେ।

ଆଦି ପୁସ୍ତକ 30:35
ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

ଆଦି ପୁସ୍ତକ 30:40
ଯାକୁବ ସହେି ଚିତ୍ର ବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ ଭିନ୍ନ କଲା। ପୁଣି ଲାବନ ରଖାଙ୍କେିତ ଓ କୃଷ୍ଣବର୍ଣ୍ଣ ସବୁ ମଷେ ପ୍ରତି ମଷେୀମାନଙ୍କର ଦୃଷ୍ଟି ରଖାଇଲା। ଏହିପ୍ରକା ରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்