Base Word
חוּט
Short Definitiona string; by implication, a measuring tape
Long Definitiona thread, cord, line, string
Derivationfrom an unused root probably meaning to sew
International Phonetic Alphabetħuːt̪’
IPA modχut
Syllableḥûṭ
Dictionhoot
Diction Modhoot
Usagecord, fillet, line, thread
Part of speechn-m

ଆଦି ପୁସ୍ତକ 14:23
ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବୀ ନାହିଁ। ଏପରିକି ତୁମ୍ଭ ପାଖ ରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ଯ ନବେି ନାହିଁ। ମୁଁ ତୁମ୍ଭକୁ କହିବାକୁ ଚା ହେଁ ନାହିଁ, 'ମୁଁ ଅବ୍ରାମଙ୍କୁ ଧନି କରିଛି।'

ଯିହୋଶୂୟ 2:18
ତୁମ୍ଭେ ଯେଉଁ ଝରକା ଦଇେ ଆମ୍ଭମାନଙ୍କ ରକ୍ଷା କରିଛ, ଆମ୍ଭମାନେେ ଏ ଦେଶକକ୍ସ୍ଟ ଆସିବା ବେଳେ ତୁମ୍ଭେ ସହେି ଝରକା ରେ ସହେି ନାଲିଧଡି ଫିତା ବାନ୍ଧି ରଖିଥିବ। ପକ୍ସ୍ଟଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କକ୍ସ୍ଟ ତୁମ୍ଭର ନିକଟରେ ଏକତ୍ର କରିବ।

ବିଚାରକର୍ତାମାନଙ୍କ ବିବରଣ 16:12
ତେଣୁ ଦଲୀଲା ନୂତନ ରଜ୍ଜକ୍ସ୍ଟ ନଇେ ତାହାଙ୍କକ୍ସ୍ଟ ବାନ୍ଧିଲା। ସେତବେେଳେ ଅକ୍ତିଆର କରିବାକୁ ଉତ୍କସ୍ଖିତ ଲୋକମାନେ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହକ୍ସ୍ଟଥିଲେ। ତା'ପରେ ସେ କହିଲା, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ନିମନ୍ତେ ଆସିଛନ୍ତି। କିନ୍ତୁ ସେ ଖଣ୍ଡେ ସୂତାପରି ନିଜର ବାହକ୍ସ୍ଟ ଉପରେ ଥିବା ରଜ୍ଜକ୍ସ୍ଟ ସବୁକକ୍ସ୍ଟ ଛିଣ୍ତାଇ ପକାଇଲେ।

ପ୍ରଥମ ରାଜାବଳୀ 7:15
ହୀରମ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲଲ ଯାହାର ଉଚ୍ଚତା ଅଠର ହାତ ଓ ଗୋଲଲଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା।

ଉପଦେଶକ 4:12
ଯେକହେି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତବେେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିୟାଏ ନାହିଁ।

ପରମଗୀତ 4:3
ତୁମ୍ଭର ଓଷ୍ଠାଧର ଉଜ୍ଜ୍ବଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡ଼ାଳିମ୍ବ ଖଣ୍ଡ ତୁଲ୍ଯ।

ଯିରିମିୟ 52:21
ପୁଣି ସହେି ଦୁଇସ୍ତମ୍ଭ ପ୍ରେତ୍ୟକକର ଉଚ୍ଚତା ସତଇେଶ ଫୁଟ, ପରିଧି ଅଠର ପୁଟ, ସ୍ଥୁଳତା ତିନି ଇଞ୍ଚ ମାଟୋ ଓ ତାହା ଫମ୍ପା ଥିଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்